Masthead

ବାହାରେ ମୁଣ୍ଡିଆ ମାରୁଛି ଭକ୍ତ

ସାଲେପୁର (ବଡ଼ ଖବର ବ୍ୟୁରୋ): ପାଞ୍ଜି ଅନୁସାରେ ଆଜି ହେଉଛି ପୂଜା ମଣ୍ଡପଗୁଡ଼ିକରେ ମହାଷ୍ଟମୀ ପୂଜା। ଶକ୍ତିପୀଠରେ ନବମୀ ପୂଜା କରାଯାଉଛି । ମଣ୍ଡପରେ ଶୁଭୁଛି ଘଣ୍ଟ ଘଣ୍ଟିର ଶବ୍ଦ । ରୀତିନୀତିରେ ଚାଲିଛି ପୂଜା । ମାତ୍ର କରୋନା ସାଜିଛି ପ୍ରତିବନ୍ଧକ । ସାଧାରଣ ଦର୍ଶନ କରିବାକୁ ବାରଣ କରାଯାଇଛି। ପଦାରେ ରହି ଭକ୍ତ ଆଉ ଶ୍ରଦ୍ଧାଳୁ ମା’ଙ୍କ ଆଶିଷ ଭିକ୍ଷା କରି ଫେରିଯାଉଛନ୍ତି। ସାଲେପୁର ଚନ୍ଦ୍ରଦେଇପୁର ଲୁଣାହାର ଓ ରୋଧପୁର ଶାରଳା ମଣ୍ଡପରେ କୋଭିଡ଼ି ଗାଇଡ୍ ଲାଇନ୍କୁ ମାନି ପୂଜା କରାଯାଉଛି। ମଣ୍ଡପରେ ପୂଜକ, ଆଉ ପୂଜାକମିଟିର ସଭାପତି କୋଭିଡ଼ି ନିୟମ ପ୨ାଳନ କରୁଥିବା ବେଳେ ବିଚରାଭକ୍ତ ମାଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼