Masthead

ଦଶହରାରେ ରାବଣ ପୋଡ଼ା କାହିଁକି ?

କଟକ (ବଡ଼ ଖବର ବ୍ୟୁରୋ): ପ୍ରତିବର୍ଷ ଦଶହରା ଆନନ୍ଦ ଉହ୍ଲାସରେ ପାଳନ ଯାଉଥିଲା, କିନ୍ତୁ ଚଳିତ ବର୍ଷର କୋଭିଡ କଟକଣା ପାଇଁ ସବୁ ଫସର ଫାଟିଛି। ପୁରାଣ ବର୍ଣିତ ଅନୁସାରେ ଆଜିର ଦିନରେ ମା’ ଦୁର୍ଗା ମହିଷାସୁରାକୁ ଯୁଦ୍ଧରେ ବଧ କରିଥିଲେ।

ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଦଶହରାରେ ରାବଣର ପୁତ୍ତଳିକା ସହ ମେଘନାଦ ଓ କୁମ୍ଭକର୍ଣ୍ଣକୁ ପୋଡାଯାଇଥାଏ । ଏହି ୩ ଅସୁରର ପୁତ୍ତଳିକା ପୋଡି ଆଧୁନିକ ସମାଜକୁ ବହୁତ କିଛି ଶିକ୍ଷା ଦେଇଥାଏ ।

ରାମାୟଣ ଗ୍ରନ୍ଥ ଅନୁଯାୟୀ, ଆଶ୍ୱିନ ଶୁକ୍ଲପକ୍ଷ ଦଶମୀରେ ଭଗବାନ ଶ୍ରୀରାମ ରାବଣଙ୍କୁ ବଧ କରିଥିଲେ । ରାବଣ ଅହଂକାରୀ । ତାଙ୍କ ଭାଇ ଥିଲେ କୁମ୍ଭକର୍ଣ୍ଣ, ମହା ଅଳସୁଆ । ସେ ଛଅ ମାସ ଶୋଉଥିଲେ ଏବଂ ଗୋଟିଏ ଦିନ ଖାଇବା ପରେ ପୁଣି ୬ମାସ ଶୋଉଥିଲେ । ମେଘନାଥ ଥିଲେ ରାବଣଙ୍କ ପୁଅ । ସେ ଯୁଦ୍ଧବିଦ୍ୟାରେ ନିପୁଣ ଥିଲେ ମଧ୍ୟ ନିଜର ରଙ୍ଗ ପରିବର୍ତ୍ତନ କରିବାରେ ପାରଙ୍ଗମ ଥିଲେ । ଏହି କାରଣରୁ ପ୍ରତିବର୍ଷ ଦଶହରା ପର୍ବରେ ଏହି ୩ ଅସୁରଙ୍କ ପୁତ୍ତଳିଳା ଜଳାଯାଉଛି । ଏହା ଆମକୁ ଶିକ୍ଷା ଦିଏ ଯେ ଅହଂକାର, ଅଳସୁଆ ଏବଂ ପ୍ରତାରଣା ସର୍ବଦା ବ୍ୟକ୍ତିର ପତନର କାରଣ ।

ମଣିଷକୁ ଏହି ମହାନ ଶିକ୍ଷା ଦେବା ପାଇଁ ପ୍ରତିବର୍ଷ ଅଶ୍ୱିନ ଶୁକ୍ଲାପକ୍ଷ ଦଶମୀକୁ ବିଜୟା ଦଶମୀ ଭାବରେ ପାଳନ କରାଯାଏ । ମନୁଷ୍ୟ ଅହଂକାର, ଅଳସୁଆପଣ ଏବଂ ପ୍ରତାରଣାକୁ ତ୍ୟାଗ କରି ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ନିକଟତ୍ତର ହେବା ବିଜୟା ଦଶମୀର ଆଭିମୁଖ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ