Masthead

ମିଛ ବିଜ୍ଞାପନ ଛାପିବା ଘଟଣା, ନିଲମ୍ବିତ ହେଲେ ପାତ୍ରଗୁଡା ପିଇଓ

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ମିଛ ଚିକିତ୍ସା ମିଛ ବିଜ୍ଞାପନ ଘଟଣା । ନିଲମ୍ବିତ ହେଲେ ପାତ୍ରଗୁଡା ପିଇଓ ପ୍ରଭାକର ନାଲା । ବିଜୁ ସ୍ବାସ୍ଥ୍ୟ କାର୍ଡ ହିତାଧିକରୀଙ୍କ ନାମରେ ଅପପ୍ରଚାର। ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ  ପଞ୍ଚାୟତ ମୋହନ ପାତ୍ରଗୁଡା ଗ୍ରାମରେ ଜନଜାତି କଲ୍ୟାଣ ମନ୍ତ୍ରୀଙ୍କ ଅଞ୍ଚଳରେ ଜଣେ ସୁସ୍ଥ ସବଳ ବ୍ୟକ୍ତିକୁ କିଡନୀ ରୋଗୀ ରୂପେ ମିଥ୍ୟା ପ୍ରଚାର କରାଯାଇଥିଲା ।

ବିଜୁ ସ୍ବାସ୍ଥ୍ୟ କାର୍ଡର ବାହା ବାହା ଲୁଟିବା ପାଇଁ ଏପରି ଏକ ଅପପ୍ରଚାର ବା ଗୁଜବ ସୃଷ୍ଟି କରାଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା। ସୂଚନା ଅନୁଯାୟୀ ସହଦେବ ପ୍ରାସକା ଜଣେ ସୁସ୍ଥ ସବଳ ବ୍ୟକ୍ତି ସେ ଆଜି ଯାଏଁ ଭୁବନେଶ୍ୱର ସହର ଯାଇନାହାନ୍ତି କି ଭୁବନେଶ୍ୱର ସହର ବିଷୟ ଶୁଣି ନାହାନ୍ତି । ସମ ହସ୍ପିଟାଲ ଅଛି ବୋଲି ଜାଣି ନାହାନ୍ତି । ଏହି ପରି ନିରୀହ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ କାର୍ଡ ଧରି ଫୋଟ ଉଠାଇଥିଲେ ।

ପରେ ମିଥ୍ୟା ପ୍ରଚାର କରିଥିଲେ ଯେ, ପ୍ରସାଦ ପ୍ରାସକା ଜଣେ କିଡନୀ ରୋଗୀ । ସେ ଅର୍ଥ ଅଭାବ ଯୋଗୁଁ ଭୁବନେଶ୍ଵର ସ୍ଥିତ ସମ ହସ୍ପିଟାଲରେ ବିଜୁ ସ୍ବାସ୍ଥ୍ୟ କାର୍ଡରେ ପ୍ରାସାଦଙ୍କ କିଡନୀ ଅସ୍ତପ୍ରୋଚାର ସମ୍ଭବ ହୋଇଛି ବୋଲି ଆମ ଓଡ଼ିଶା ନବୀନ ଓଡ଼ିଶା ବୁକଲେଟରେ ଛାପି ଅପ୍ରଚାର କରିଥିଲେ । ଆଉ ଏବେ ଏହାକୁ ନେଇ ପାତ୍ରପଡ଼ା ପିଇଓଙ୍କୁ ନଲମ୍ବନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ