Masthead

ଛାତ୍ରଙ୍କୁ ଧକ୍କା ଦେଲା ହାଇୱା, ଘଟଣା ନବୁଝି ଆଇଆଇସିଙ୍କ ଦବଙ୍ଗଗିରି

ବନ୍ତ (ବଡ଼ ଖବର ବ୍ୟୁରୋ): ଛାତ୍ରଙ୍କୁ ଧକ୍କା ଦେଲା ହାଇୱା । ସ୍କୁଲରୁ ଆସୁଥିବାବେଳେ ଏକ ଓଭୋର ଲୋଡିଂ ବାଲି ଗାଡ଼ି ଧକ୍କା ଦେଇଥିବା ଜଣା ପଡ଼ିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଶ୍ରିବନ୍ତପୁର ଛକ ଠାରେ । ଗାଡ଼ି ଧକ୍କା ଦେବା ଫଳରେ ଚାଇଁପୁର ଗ୍ରାମର ଭୀମସେନ ସାହୁଙ୍କ ପୁତ୍ର ଅମ୍ଳାନ ଚକ୍ର ଘଟଣା ସ୍ଥଳରେ ଗୁରୁତର ହୋଇପଡିଥିଲେ। ତୁରନ୍ତ ତାଙ୍କୁ ସ୍ଥାନୀୟ ଲୋକେ ବନ୍ତ ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା କରିଥିଲେ ।

ଖବର ପାଇ ଓଭର ଲୋଡିଂ ବାଲି ଗାଡ଼ିକୁ ବନ୍ତ ବଜାର ଠାରେ ସ୍ଥାନୀୟ ଲୋକେ ଅଟକାଇ ଥିବାବେଳେ ବନ୍ତ ଆଇଆଇସିଙ୍କ ଦବଂ ଗିରି ସାମ୍ନାକୁ ଆସିଥିଲା। ତେବେ ସ୍ଥାନୀୟ ଲୋକେ ପୋଲିସ ସହ କଥା ବାର୍ତ୍ତା କରୁଥିବା ବେଳେ ଆଇଆଇସି ଅଚାନକ ବାଲି ଗାଡ଼ି କଣ ପାଇଁ ଅଟକାଇଲ କହି ଧକ୍କା ମାରିଥିଲେ । ତେବେ କାହା ବଳରେ ବଳିଆନ ଏହି ବନ୍ତ ଆଇଆଇସି? ବାଲି ଗାଡ଼ି ଧକ୍କା ଦେଲା ଛାତ୍ରଙ୍କ କଥା ନ ବୁଝି ଓଲଟି ସ୍ଥାନୀୟ ଲୋକଙ୍କୁ ମାରିବା ଘଟଣା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ