Masthead

ସିଦ୍ଧାର୍ଥ ରାଉତରାୟଙ୍କ କାର୍ଯ୍ୟାଳୟ ଉପରକୁ ମଦ ବୋତଲ ଫିଙ୍ଗିଲେ ଦୁର୍ବୃତ୍ତ

ନିମାପଡ଼ା(ବଡ଼ ଖବର ବ୍ୟୁରୋ): ସିଦ୍ଧାର୍ଥ ରାଉତରାୟଙ୍କ ପୋଷ୍ଟର ଜାଳିଲେ ଦୁର୍ବୃତ୍ତ । ତାଙ୍କ କାର୍ଯ୍ୟାଳୟ ଉପରକୁ ମଦ ବୋତଲ ଫିଙ୍ଗିବା ସହ ଲାଗିଥିବା ବଡ଼ ବଡ଼ ପୋଷ୍ଟରକୁ ଚିରି ଦେଇଛନ୍ତି ଦୁର୍ବୃତ୍ତ । ନିର୍ବାଚନ ପୂର୍ବରୁ ନିମାପଡ଼ାରେ ନିର୍ବାଚନ ହିଂସା ଦେଖିବାକୁ ମିଳିଛି । ନିମାପଡ଼ା ଥାନାଠାରୁ ମାତ୍ର କେତେ ମିଟର ଦୂରତାରେ ଥିବା କଂଗ୍ରେସର ଆଶାୟୀ ପ୍ରାଥୀ ତଥା ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ କାର୍ୟ୍ୟାଳୟ ଉପରକୁ କେହି ଦୁର୍ବୃତ୍ତ ମଦ ବୋତଲ ଫିଙ୍ଗିବା ସହିତ କାର୍ୟ୍ୟାଳୟ ସାମ୍ନାରେ ଲାଗିଥିବା ବିଦ୍ୟୁତ୍ ମିଟର, ପୋଷ୍ଟର କୁ ମଧ୍ୟ ଚିରି ଦେଇଛନ୍ତି। ଏ ନେଇ ସିଦ୍ଧାର୍ଥ ସିଧାସଳଖ ଶାସକ ବିଜେଡି କୁ ସିଧାସଳଖ ଟାର୍ଗେଟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ