Masthead

ମେଣ୍ଟ ପାଇଁ ଯଥେଷ୍ଟ ସମୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଏବେ ମେଣ୍ଟ ଚର୍ଚ୍ଚା ଜୋର ଧରିଛି । କେତେବେଳେ ଖବର ଆସୁଛି ମେଣ୍ଟ ହେବ ପୁଣି କେତେବେଳେ ଆସୁଛି ମେଣ୍ଟ ହେବ ନାହିଁ । ଏସବୁ ଭିତରେ ନଜର ଥିଲା ଓଡ଼ିଶାରେ ଭୋଟ କେବେ ହେବ । ନୂଆ ସମୀକରଣ ପାଇଁ ଉଭୟ ବିଜେଡି ଓ ବିଜେପିକୁ କେତେ ସମୟ ମିଳିବ । ଯେଉଁ ତାରିଖ ଘୋଷଣା ହୋଇଛି ସେଥିରେ ଓଡ଼ିଶାରେ ପ୍ରଥମ ଭୋଟ ପଡ଼ିବ ମେ’୧୩ରେ ।

ତେଣୁ କୁହାଯାଇପାରିବ ହାତରେ ପ୍ରାୟ ଦୁଇ ମାସ ସମୟ ମିଳିଛି । ଆଉ ଏ ଦୁଇ ମାସ ଛୋଟିଆ ସମୟ ନୁହେଁ । ଅନେକ ବୟାନବାଜି ସତ୍ତ୍ୱେ ଏପର୍ଯ୍ୟନ୍ତ ମେଣ୍ଟ ସମ୍ଭାବନା ଶେଷ ହୋଇନାହିଁ । ମେଣ୍ଟ ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ମେଣ୍ଟକୁ ରାଜ୍ୟ ବିଜେପି ବିଶେଷକରି ସଭାପତି ମନମୋହନ ସାମଲ ତୀବ୍ର ବିରୋଧ କରିଛନ୍ତି । ହେଲେ ବିଜେଡି ମେଣ୍ଟ ସପକ୍ଷରେ କେନ୍ଦ୍ର ବିଜେପିକୁ ବୁଝାଇବାରେ ସକ୍ଷମ ହୋଇଥିବା ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍! 🔴 ଅଶୋଧିତ ତୈଳ ଦର ବୃଦ୍ଧି 🔴 ‘ଅସ୍ତ୍ର ଛାଡ ନଚେତ୍‌ ମୃତ୍ୟୁ ନିଶ୍ଚିତ’ 🔴 ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା 🔴 ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼ 🔴 ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ 🔴 ଭକ୍ତଙ୍କ ପ୍ରାର୍ଥୀଙ୍କୁ ହାଇଜାକ୍ କରିନେଲେ କି ନବୀନ? 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍! 🔴 ଅଶୋଧିତ ତୈଳ ଦର ବୃଦ୍ଧି 🔴 ‘ଅସ୍ତ୍ର ଛାଡ ନଚେତ୍‌ ମୃତ୍ୟୁ ନିଶ୍ଚିତ’ 🔴 ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା 🔴 ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼ 🔴 ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ 🔴 ଭକ୍ତଙ୍କ ପ୍ରାର୍ଥୀଙ୍କୁ ହାଇଜାକ୍ କରିନେଲେ କି ନବୀନ?