Masthead

ଠିକ୍ ସମୟରେ ମୁଖ୍ୟମନ୍ତ୍ରୀ ଟିକେଟ ଘୋଷଣା କରିବେ: ସୁଧୀର ସାମଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସର ପ୍ରେସମିଟକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ସୁଧୀର ସାମଲ । କହିଛନ୍ତି କଂଗ୍ରେସର ଅଭିଯୋଗ ଭିତ୍ତିହୀନ। ତାଙ୍କ ସରକାରରେ ଯାହା ଉନ୍ନତି ହୋଇଥିଲା ଆଉ ଏବେ ସରକାରରେ ଯେଉଁ ଉନ୍ନତି ହୋଇଛି ତାକୁ ସାଢେ଼ ଚାରି କୋଟି ଲୋକ ପରଖି ସାରିଛନ୍ତି। ସବୁ ବର୍ଗଙ୍କ ପାଇଁ କାମ ହୋଇଛି। ଲୋକେ କଂଗ୍ରେସକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଇଲେକ୍ଟ୍ରୋରାଲ ବଣ୍ଡରେ କେହି ଲୁଟି ନାହାନ୍ତି। ଏଟା ଓପନ। ମେଣ୍ଟକୁ ନେଇ କହିଛନ୍ତି ମେଣ୍ଟ ବାବଦରେ ଆମେ ଜାଣିନୁ। ମେଣ୍ଟ ଚର୍ଚ୍ଚାକୁ ନେଇ କେହି ବି ନ୍ଦ୍ୱନ୍ଦ୍ୱ ରେ ନାହାଁନ୍ତି। କର୍ମୀ ଓ ଭୋଟର୍ ବିଜେଡି ସହ ଅଛନ୍ତି। ଲୋକେ ଇଲେକ୍ସନ ମୋଡକୁ ବହାରିଗଲେଣି। ଆମକୁ ଡକାଯାଇ କୁହାଯାଉଛି ଆଗକୁ ଚାଲିବା ପାଇଁ। ଆମେ ସମସ୍ତେ ଲୋକଙ୍କ ସାଙ୍ଗେ ଅଛୁ। ବିଜେଡିର କିପରି ଭୋଟ ବଢିବ ସେଥିପାଇଁ କାମ କରୁଛୁ। ଟିକେଟ ଠିକ୍ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର