Masthead

ବର୍ଷା ପାଣି ନୁହେଁ ତ କୃତ୍ରିମ ନଦୀ

ବାଙ୍କୀ (ବଡ଼ ଖବର ବ୍ୟୁରୋ): କାଳବୈଶାଖୀର ପ୍ରଭାବ । ବେହାଲ ବାଙ୍କୀ ସହର । ବର୍ଷା ପାଣି ଜମାଟ ନେଇ ସୃଷ୍ଟି ହୋଇଛି କୃତିମ ବନ୍ୟା ପରିସ୍ଥିତି । ବର୍ଷା ଜଳ ନିଷ୍କାସକ ସାଙ୍ଗକୁ ସ୍ଥାୟୀ ସମାଧାନ ପାଇଁ ଦାବି ଜୋର ଧରିଲା । କାଳବୈଶାଖୀ ପ୍ରଭାବରେ ବେହାଲ ରହିଛି କଟକ ଜିଲ୍ଲାର ବାଙ୍କୀ ସହର । ବାଙ୍କୀ ସହରରୁ ଖୋର୍ଦ୍ଧାକୁ ସଂଯୋଗ କରିଥିବା ମୁଖ୍ୟ ରାଜ୍ୟ ରାଜପଥ ଉପରେ ଏବେ ଅଟକିଛି ଆଣ୍ଠିଏ ଉଚ୍ଚର ବର୍ଷା ଜଳ ।

ସୃଷ୍ଟି କରୁଛି କୃତ୍ରିମ ନଦୀର ଭ୍ରମ । ଯେଉଁଥିପାଇଁ ଜନଜୀବନ ବେହାଲ ରହିଛି । ସେପଟେ ଜଳ ନିଷ୍କାସନ ପାଇଁ ସାଧାରଣରେ ଦାବି ଧରିଛି । ଅନ୍ୟପଟେ ସ୍ଥାନୀୟ କାଉନସିଲର ରାଜେନ୍ଦ୍ର ମହାପାତ୍ର କହିଛନ୍ତି ତୁରନ୍ତ ବର୍ଷା ଜଳ ନିଷ୍କାସନ ପାଇଁ କରାଯାଉଛି ବ୍ୟବସ୍ଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ