Masthead

ଶୀର୍ଷ ନେତୃତ୍ୱ ଓଡ଼ିଶାକୁ ଗୁରୁତ୍ୱ ଦେଉନାହାନ୍ତି: ରଶ୍ମି ମହାପାତ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନିର୍ବାଚନ ଲଢିବେ ନାହିଁ କଂଗ୍ରେସ ବରିଷ୍ଠ ନେତ୍ରୀ ରଶ୍ମି ମହାପାତ୍ର । ନିଷ୍ଠାର ସହ ଆଗାମୀ ଦିନରେ କରିବି କାର୍ଯ୍ୟ କହିଛନ୍ତି ରଶ୍ମି । ଶୀର୍ଷ ନେତୃତ୍ୱଙ୍କ ଉପରେ ତେରଛା ବାଣ ମାରିଛନ୍ତି । ସେ କହିଛନ୍ତି ଶୀର୍ଷ ନେତୃତ୍ୱ ଓଡ଼ିଶାକୁ ଗୁରୁତ୍ୱ ଦେଉ ନାହାନ୍ତି । ମୁଁ ଯେଉଁ ଭଳି ଦଳ ପ୍ରଚାର କରୁଥିଲି ଏବଂ ଦଳକୁ ସଜାଡିବା ପାଇଁ ଚେଷ୍ଟା କରୁଥିଲି ସେଭଳି ହୋଇପାରିଲା ନାହିଁ, ତେଣୁ ମୁଁ ନିର୍ବାଚନ ଲଢିବି ନାହିଁ । ବିଗତ ଦିନରେ କଂଗ୍ରେସ ଦଳ ପାଇଁ ନିଷ୍ଠାର ସହିତ କାମ କରିଛି ଭୁବନେଶ୍ୱରରେ ସଚୋଟ୍ଟତାର ସହ ସଙ୍ଗଠନ କରିଛି କିନ୍ତୁ ଶୀର୍ଷ ନେତୃତ୍ୱ ଏହାକୁ ଗୁରୁତ୍ୱ ଦେଉନାହାନ୍ତି । ସେ ନିର୍ବାଚନ ଲଢିବେ ନାହିଁ ବୋଲି ଶୁଭେଚ୍ଛୁଙ୍କୁ ଜଣାଇଛନ୍ତି । ୨୦୧୯ରେ ଭୁବନେଶ୍ୱର ଏକାମ୍ରରୁ ଲଢିଥିଲେ ରଶ୍ମି ମହାପାତ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?