ବଡ଼ଚଣାରେ ଅମରଙ୍କ ଶକ୍ତି ପ୍ରଦର୍ଶନ, ଏକାଠି ହେଲେ ଶତାଧିକ କର୍ମୀ

ବଡ଼ଚଣା(ବଡ଼ ଖବର ବ୍ୟୁରୋ): ବଡ଼ଚଣାରେ ଅମରଙ୍କ ଶକ୍ତି ପ୍ରଦର୍ଶନ । ଏକାଠି ହେଲେ କର୍ମୀ । ରାଜ୍ୟ ବିଜେପି ପକ୍ଷରୁ ପ୍ରଥମ ପର୍ୟାୟରେ ଟିକେଟ ଘୋଷଣା ହେବା ପରେ ଦଳୀୟ କର୍ମୀଙ୍କ ଖୁସିର ଲହରୀ ଦେଖା ଦେଇଥିଲା ବଡ଼ଚଣା ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକଙ୍କ ବିଶାଳ ବାଇକ ସୋ । ହଜାର ହଜାର କର୍ମୀ ବଡଚଣାର ନେଳିଆ ଠାରେ ଏକତ୍ର ହୋଇ ଅମରଙ୍କୁ ଭବ୍ୟ ସ୍ଵାଗତ ଜଣାଇଥିଲେ ।

ପରେ ବିଶାଳ ମଟର ସାଇକେଲ ରେ ଛତିଆରୁ ଆରମ୍ଭ କରି ପ୍ରସିଦ୍ଧ ଶୈବପୀଠ ବାବା ମହାବିନାୟକଙ୍କ ପାଖରେ ପହଁଞ୍ଚିଥିଲେ ବାବାଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ବାବାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରି ବିଶାଳ ରାଲିରେ ସମଗ୍ର ଅଞ୍ଚଳ ଗେରୁଆ ହୋଇଯାଇଥିଲା ଆଜିର ଏ ବିଶାଳ ରାଲି ପ୍ରମାଣ କରିଦେଉଛି ଅମର ନାୟକଙ୍କ ପ୍ରତି ବଡ଼ଚଣା ବାସୀଙ୍କ କେତେ ଭଲ ପାଇବା ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!