Masthead

ଟିକେଟ୍ ବଣ୍ଟାକୁ ନେଇ ବିଜେପିରେ ଥମୁନି ବିବାଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଶାୟୀଙ୍କୁ ଅଣଦେଖା ଆମଦାନୀଙ୍କୁ ଟିକେଟ । ସବୁ ଦଳରେ ଅସନ୍ତୋଷର ଲମ୍ବା ତାଲିକା । କେଉଁଠି ଭଙ୍ଗାରୁଜା କେଉଁଠି ଇସ୍ତଫା । ମୁଖିଆଙ୍କ ନିୟନ୍ତ୍ରଣ ବାହାରେ ନେତା? ଟିକେଟ୍ ବଣ୍ଟାକୁ ନେଇ ବିଜେପିରେ ଥମୁନି ବିବାଦ । ରାଜ୍ୟ ବିଜେପି ଅଫିସରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ଅସନ୍ତୁଷ୍ଟ ଆଶାୟୀ ଓ କର୍ମୀ । ଭୁବନେଶ୍ୱର ଜୟଦେବ ନିର୍ବାଚନମଣ୍ଡଳିରେ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସ୍ଥାନୀୟ ଅଞ୍ଚଳର ବିଜେପି ନେତା ଓ କର୍ମୀ ।

ଢାଲି ହଟାଓ ବ୍ୟାନର ଧରି ଶୋଭାଯାତ୍ରାରେ ଆସି ରାଜ୍ୟ କାର୍ଯ୍ୟାଳୟରେ ନାରାବାଜି କରିଛନ୍ତି । ବିଜେଡି ଛାଡି ବିଜେପିରେ ମିଶିଥିବା ଅରବିନ୍ଦ ଢାଲିଙ୍କୁ ଜୟଦେବରୁ ପ୍ରାର୍ଥୀ କରିଛି ବିଜେପି । ଏହାକୁ ବିରୋଧ କରିଛନ୍ତି ଆଶାୟୀ ପ୍ରାର୍ଥୀ । ଢାଲିଙ୍କ ଟିକେଟ କାଟି ତୃଣମୂଳସ୍ତରରେ ସଂଗଠନ କରୁଥିବା ସତ୍ୟପ୍ରୀୟ ବେହେରାଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ