Masthead

ପାରାଦ୍ୱୀପରେ ପ୍ରଚାର ମଇଦାନ କୁ ଓହ୍ଲାଇଲେ କଂଗ୍ରେସ ପ୍ରାର୍ଥୀ

ପାରାଦ୍ଵୀପ(ବଡ଼ ଖବର ବ୍ୟୁରୋ): ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଭାବରେ ନିରଞ୍ଜନ ନାୟକ ମଇଦାନ କୁ ଓହ୍ଲାଇଛନ୍ତି । ପ୍ରାର୍ଥୀ ଘୋଷଣା ପରେ ନିରଞ୍ଜନ ନାୟକ ଙ୍କ ପ୍ରତିକ୍ରିୟା ସାମ୍ମାକୁ ଆସିଛି । ସେ କହିଛନ୍ତି କି, ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ଜନସାଧାରଣ ମୋତେ ଭଲପାଇବା ଦେଇଛନ୍ତି ଏବଂ ମୋ ଉପରେ କଂଗ୍ରେସ ର ନେତୃମଣ୍ଡଳୀ ଭରଷା କରି ଟିକେଟ ଦେଇଛନ୍ତି । ସେମାନଙ୍କ ସେଇ ଭରଷା କୁ ମୁଁ ରଖିବି । ମୋର ପ୍ରମୁଖ ମୁଦ୍ଦା ହେଉଛି ନିଯୁକ୍ତି, ଶିଳ୍ପ ସହରରେ ସ୍ଥାନୀୟ ଯୁବକ ମାନଙ୍କୁ ନିଯୁକ୍ତିରେ ଅବହେଳା କରାଯାଇଛି ।

ଏହାଛଡା ସ୍ବାସ୍ଥ୍ୟ କ୍ଷେତ୍ରରେ ପାରାଦ୍ଵୀପ କୁ ଅଣଦେଖା କରାଯାଇଛି ଏବଂ ଭୂତଳ ଜଳର ଅଭାବ କୁ ନେଇ ସାଧାରଣ ଲୋକଙ୍କ ନିକଟକୁ ଯିବି ବୋଲି ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ନାୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି