Masthead

ଗୋଧ୍ରା ହିଂସାକାଣ୍ଡରେ ମୋ ଛବିକୁ ଖରାପ କରାଯାଇଛି: ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗୋଧ୍ରା ହିଂସାକାଣ୍ଡକୁ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ମୋ ଛବିକୁ ଖରାପ କରାଯାଇଛଇ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୋଦି କହିଛନ୍ତି, ୨୦୦୨ ଗୋଧ୍ରା ହିଂସାକାଣ୍ଡ ପରେ କିଛି ଲୋକ ମୁସଲିମ ସଂପ୍ରଦାୟ ଭିତରେ ତାଙ୍କ ଛବିକୁ ଖରାପ କରିଦେଇଥିଲେ । ସେତେବେଳେ ମୁସମଲମାନଙ୍କୁ ନେଇ ତାଙ୍କର ଯେଉଁ ଛବି ତିଆରି ହୋଇଥିଲା, ଏବେ ତାହା ଭୁଲ ପ୍ରମାଣିତ ହୋଇଛି ।

ସେ ଆହୁରି କହିଛନ୍ତି, ଅନେକ ହୁଏତ ଜାଣନ୍ତି ନାହିଁ ଯେ ଆମ ଘରେ ଇଦ ବେଳେ ରୋଷେଇ ହୁଏ ନାହିଁ । କାରଣ ପଡ଼ୋଶୀ ମୁସଲିମ ପରିବାର ଆମ ଘରକୁ ଆସି ସୁସ୍ବାଦୁ ଖାଦ୍ୟ ଦେଇଯାଆନ୍ତି । ମୁଁ କେବେ ବି ଜାତି-ଧର୍ମ ଆଧାରରେ କାମ କରି ନାହିଁ । ଦେଶବାସୀଙ୍କୁ ଗୋଟିଏ ଦୃଷ୍ଟିରେ ଦେଖେ । ଏବେ ତାଙ୍କୁ ନେଇ ମୁସଲମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି । ଅନେକ ମୁସଲମାନ ତାଙ୍କୁ ବହୁତ ଭଲ ପାଉଛନ୍ତି, ତାଙ୍କ ପାଇଁ ସବୁ କିଛି ଉତ୍ସର୍ଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ