Masthead

ଦଶପଲ୍ଲାର ୧୦୮ ନମ୍ୱର ବୁଥରେ ଖଣ୍ଡେ ହେଲେ ଭୋଟ ପଡ଼ି ନାହିଁ

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): ସ୍କୁଲ ନାହିଁ ତ ଭୋଟ ନାହିଁ । ସ୍କୁଲ ବନ୍ଦ ହେବାରୁ ଗ୍ରାମବାସୀଙ୍କ ଭୋଟ ବର୍ଜନ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଖଇରା ପଙ୍କାଳ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ଫଳରେ ଦଶପଲ୍ଲାର ୧୦୮ ନମ୍ୱର ବୁଥରେ ଖଣ୍ଡେ ହେଲେ ଭୋଟ ପଡ଼ି ନାହିଁ । ଗ୍ରାମବାସୀଙ୍କ ଅଭିଯୋଗ ପୁରୁଣା ସ୍କୁଲକୁ ସରକାର ବନ୍ଦ କରିଦେଇଛନ୍ତି ।

ଫଳରେ ଛୋଟ ଛୋଟ ପିଲା ପାଠ ପଢା ପାଇଁ ଦୂରକୁ ଯାଇ ସମସ୍ୟା ଭୋଗୁଛନ୍ତି । ସ୍କୁଲ ନାହିଁ ତ ଭୋଟ ନାହିଁ ଦାବିରେ ଖଇରା ପଙ୍କାଳ ଗାଁ ଲୋକମାନେ ଭୋଟ ବର୍ଜନ କରିଛନ୍ତି । ଏହି ବୁଥରେ ୪ଶହରୁ ଉର୍ଦ୍ଧ ଭୋଟର ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ