Masthead

ସୁଭଦ୍ରା ଯୋଜନାକୁ ମହିଳାଙ୍କ ସମର୍ଥନ

ଯାଜପୁର (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ନିମନ୍ତେ କରିଥିବା ସୁଭଦ୍ରା ଯୋଜନାକୁ ଓଡ଼ିଶାର ମହିଳାମାନଙ୍କ ସମର୍ଥକ ମିଳୁଥିବାର ଦେଖିବାକୁ ମିଳୁଛି । ଯାଜପୁର ଜିଲ୍ଲାର ସାତ ଗୋଟି ବିଧାନସଭା ନିର୍ବାଚନମଣ୍ଡଳିରେ ବିଜେପିର କର୍ମକର୍ତ୍ତାମାନେ ସୁଭଦ୍ରା ଯୋଜନାର ପଚାଶ ହଜାର ଟଙ୍କାର କାର୍ଡ ବଣ୍ଟନ କଲାବେଳେ ମହିଳାମାନଙ୍କ ଅଦ୍ଭୁତ ସମର୍ଥନ ମିଳୁଛି ।

ଓଡ଼ିଶାରେ ବିଜେପି ସରକାର ଆସିଲେ ମୋଦି ସରକାରଙ୍କ ସୁଭଦ୍ରା ଯୋଜନା ଲାଗୁ ହେଲେ ମହିଳାମାନେ ବିଶେଷ ଉପକୃତ ହେବା ସହ ଆର୍ଥିକ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ବିଜେପି କର୍ମକର୍ତା ମାନେ ମହିଳାମାନଙ୍କୁ ସଚେତନ କରାଇଛନ୍ତି । ଏହି ଯୋଜନାରେ ଦୁଇ ବର୍ଷ ନିମନ୍ତେ ପଚାଶ ହଜାର ଟଙ୍କାର ମାଗଣା ଭାଉଚର ପରିବାରର ସହାୟତା ନିମନ୍ତେ ମହିଳାମାନଙ୍କୁ ମିଳିବ । ସୁଭଦ୍ରା ଯୋଜନାକୁ ମହିଳାମାନେ ସମର୍ଥନ କରିବା ସହ ଘରର ଝିଅ ବାହାଘର, ପିଲାଙ୍କ ପାଠପଢା, ଆର୍ଥିକ ସ୍ୱାବଲମ୍ବୀ ହେବା ନିମନ୍ତେ ଗାଇ, କୁକୁଡ଼ା ସହ ବିଭିନ୍ନ ଛୋଟ ଛୋଟ ବ୍ୟବସାୟ କରି ଆତ୍ମନିର୍ଭରଶିଳ ହୋଇପାରିବେ ବୋଲି ମହିଳା ମାନେ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ