Masthead

ବଡ଼ ବିଜୟ ଅଭିମୁଖେ ବିଜେପି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା କାଉଣ୍ଟିଂ ଆରମ୍ଭ ହୋଇଯାଇଛି । ଅରୁଣାଚଳର ମୋଟ୍ ୬୦ ଓ ସିକ୍କିମର ୩୨ ବିଧାନସଭା ଆସନ ରହିଛି । ଅରୁଣାଚଳରେ ୧୦ଟି ଆସନରେ ନିର୍ଦ୍ବନ୍ଦ୍ବରେ ଜିତିସାରିଛି ବିଜେପି । ପ୍ରାରମ୍ଭିକ ଟ୍ରେଣ୍ଡରେ ଅରୁଣାଚଳ ଓ ସିକ୍କିମରେ ବଡ଼ ବିଜୟ ଅଭିମୁଖେ ଶାସକ ଦଳ ରହିଛି । ବଡ଼ ବିଜୟ ଅଭିମୁଖେ ଅରୁଣାଚଳରେ ବିଜେପି ଓ ସିକ୍କିମରେ ଏସକେଏମ । ଅରୁଣାଚଳରେ ୧୦ଟି ଆସନରେ ନିର୍ଦ୍ବନ୍ଦ୍ବରେ ଜିତିସାରିଛି ବିଜେପି, ୧୯ଟିରେ ଆଗୁଆ । ୨୦୧୯ରେ ୪୧ଟି ଆସନରେ ଜିତି ସରକାର ଗଢ଼ିଥିଲା ବିଜେପି । ସିକ୍କିମରେ ୨୯ଟି ଆସନରେ ଆଗରେ ଅଛି ଶାସକ ଏସକେଏମ । ୨୦୧୯ରେ ୧୭ ଆସନ ଜିତି କ୍ଷମତାକୁ ଆସିଥିଲା ଏସକେଏମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା