Masthead

ମନବଳ ଦୁର୍ବଳ କରିବା ପାଇଁ ଏଗଜିଟ ପୋଲ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସମସ୍ତଙ୍କ ନଜର ଏବେ ଏଗଜିଟ ପୋଲ ଉପରେ । ଏଗଜିଟ ପୋଲକୁ ନେଇ ଚାରିଆଡ଼େ ଚର୍ଚ୍ଚା । ସମସ୍ତଙ୍କ ଗୋଟିଏ ଆକଳନ ବିଜେପି ତୃତୀୟ ଥର ପାଇଁ କରିବ ସରକାର । ଯାହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ । ଗ୍ରାଣ୍ଡ ଆଲାଇନ୍ସ ବା ମହାମେଣ୍ଟର ବୈଠକରେ ରାହୁଲ ଗାନ୍ଧୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ସହ କଥା ହୋଇ ସେମାନଙ୍କୁ ଉତ୍ସାହିତ କରି କହିଛନ୍ତି ଯେ ଏଗଜିଟ ପୋଲ ଯାହା ବି କହିବ ତାହା କେବଳ ଆପଣଙ୍କୁ ହତାଶ କରିବାକୁ।

ସେ କହିଛନ୍ତି ଯେ ଇଣ୍ଡିଆ ଆଲାଇନ୍ସ ଏବଂ ବିଜେପି ମଧ୍ୟରେ ସମାନ ପ୍ରତିଯୋଗିତା ରହିଛି । ଅନେକ ଆସନରେ କଡା ଲଢେଇ ମଧ୍ୟ ଦେଖିବାକୁ ମିଳିଛି। ରାହୁଲ ଗାନ୍ଧୀ କହିଛନ୍ତି ଯେ ଶେଷ ଭୋଟ ଗଣନା ନହେବା ପର୍ଯ୍ୟନ୍ତ ଆମକୁ ଦୃଢ ରହିବାକୁ ପଡ଼ିବ। ଇଣ୍ଡିଆ ଆଲାଏନ୍ସ ବୈଠକ ଶେଷ ହେବା ପରେ ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ଏଗଜିଟ ପୋଲ ବିଷୟରେ ପଚାରିଥିଲେ, ସେ କହିଥିଲେ ଯେ ଏହା ଏକଜିଟ ପୋଲ ନୁହେଁ ବରଂ ଏହା ମୋଦି ସର୍ଭେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା