Masthead

ପୋଲ ପାଲଟିଛି ମରଣ ଯନ୍ତା

ସାଲେପୁୁୁର,(ବଡ଼ ଖବର ବ୍ୟୁରୋ):

ବିକାଶର ବିକଳ ଚିତ୍ର ଯାହା ସ୍ପଷ୍ଟ କରୁଛି ରାଜ୍ୟ ସରକାରଙ୍କ ଅପାରଗତାକୁ। ପ୍ରଶ୍ନ ଉଠିଛି ସରକାର ପାରିବା ପଣିଆ ଉପରେ। କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ସଉରି ଓ ଶିଶୁଆ ପଞ୍ଚାୟତ ଅଧିନରେ ଥିବା ଯାହାଙ୍ଗିରାବାଦ – କଲ୍ୟାଣପୁର ରାସ୍ତା ଓ ପୋଲର ଅବିକଳ ଚିତ୍ର କୁ ଅବଲୋକନ କଲେ ସ୍ପଷ୍ଟ ପ୍ରମାଣ ମିଳେ ଆମ ଗାଁ ଆମ ବିକାଶର କରିବାରେ ସରକାର ପୁରା ଫେଲ୍ । ସାଲେପୁର-ଟାଙ୍ଗୀର ଜୀବନ ରେଖା ଏହି ରାସ୍ତା କୁହାଯାଏ । ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ଯୋଗାଯୋଗର ମାଧ୍ୟମ ଏହି ରାସ୍ତା ଓ ପୋଲ । ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନର ଚେତା ପଶୁନି । କେତେବେଳେ ଯେ ନିରୀହ ଜୀବନ ବଳିପଡିବ ତାହା ଅସମ୍ଭବ ନୁହେଁ। ପ୍ରଶାସନ ନଚେତିଲେ କାର୍ଯ୍ୟନୁଷ୍ଠାନ ନହେଲେ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି ଗ୍ରାମବାସୀ l

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ