Masthead

ନୂଆ ସରକାର ଡରିକି ବସିଛି: କଳିକେଶ ସିଂହଦେଓ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାରମ୍ବାର ଯେବେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ଗୃହ ବନ୍ଦ ହେଉଛି, ରାଜ୍ୟ ସରକାରଙ୍କ ଆଚାର ନାହିଁ କି ବିଚାର ନାହିଁ । କାର୍ଯ୍ୟ ପରାମର୍ଶଦାତା ବୈଠକ ଡକାଉ ନାହାନ୍ତି । ଯାହା ଜଣା ପଡୁଛି, ସେମାନେ ଗୃହ ଚଳାଇବାକୁ ଚାହୁଁ ନାହାନ୍ତି । ଗୃହରେ କହିବାରେ ଅସୁବିଧା କଣ? ଗୃହ ବାହାରେ କାହିଁକି କହୁଛନ୍ତି? ବିଧାନସଭା ସମୟରେ ଗୃହ ହି ମୁଖ୍ୟ । ରାଜ୍ୟପାଳ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରୁ ନିବୃତ ରହିବ ବିଜେଡି । ନୂଆ ସରକାର ଡ଼ରିକି ବସିଛି ।

ଗୃହ ଚାଲିଲେ ଦରଦାମ ପରି ପ୍ରସଙ୍ଗ ଉଠିବ । ଯେଉଁଥି ପାଇଁ ସରକାର ଆଲୋଚନା ଚାହୁଁ ନାହାନ୍ତି । ଓଡ଼ିଶାର ସମ୍ପୂର୍ଣ୍ଣ ଉନ୍ନତି ବିଜେଡିର ଲକ୍ଷ୍ୟ । ଆମେ ଅପରାହ୍ନରେ ସାମ୍ବିଧାନିକ ନିୟମ ଅନୁସାରେ ଉପବାଚସ୍ପତି ନିର୍ବାଚନରେ ଯୋଗ ଦେବୁ । କେନ୍ଦ୍ର ଓଡ଼ିଶାକୁ କିଛି ଦେଇନି । ବିଭିନ୍ନ କ୍ଷେତ୍ରରେ ଆବହେଳା ହୋଇଛି । ଆମେ ରାଜ୍ୟ ବଜେଟକୁ ଅପେକ୍ଷା କରିଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା