Masthead

ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ପୁଣି ଡକାୟତି ଆରମ୍ଭ  

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ପ୍ରବେଶ ଦ୍ଵାର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ପୁଣି ଡକାୟତି ଆରମ୍ଭ  ।  ମାସକୁ ପାଖାପାଖି  ୬ ଲକ୍ଷ ରୁ ୭ ଲକ୍ଷ ଲୁଟୁଛନ୍ତି ଲୁଟେରା  । ବାହାର ରାଜ୍ୟର ବସ, ଟ୍ରକ୍ ଓ ପିକପ ଭ୍ୟାନ୍  ଭଳି ଗାଡିରୁ  ଜବରଦସ୍ତ କହୁଛନ୍ତି ଡକାୟତି  । ନିର୍ଦ୍ଧିଷ୍ଟ କିଛି ଯୁବକ ରାତିଦିନ ଟୋଲ୍ ଗେଟ୍ ନିକଟରେ ଚଳାଇଛନ୍ତି ଲୁଟ୍  ।  ପୂର୍ବରୁ  କିଛି ଯୁବକ ଟୁରିଷ୍ଟ ବସରୁ ଅର୍ଥ ଆଦାୟ କରି ପୋଲିସ ହତାରେ ଧରାପଡ଼ି ହୋଇଥିଲେ ଗିରଫ । ଏବେ ପୋଲିସର ନିଷ୍କ୍ରିୟତା ପାଇଁ ପୁଣି ଡକାୟତ ଦଳ  ହେଇଛନ୍ତି ସକ୍ରିୟ  ।

ନିଜକୁ ପୋଲିସ ଓ  ଆରଟିଓ  ଷ୍ଟାପ୍  କହି  ବସ୍ , ଟ୍ରକ୍ ଓ ପିକପରୁ ପ୍ରତିଦିନ ଆଦାୟ କରୁଛନ୍ତି ୨୦ ରୁ ୨୫ ହଜାର  । ଯେଉଁଠି ଟୋଲଗେଟର  କ୍ୟାମେରା ଆଗାରେ ଏତେବଡ ଡ଼କାୟତି ଉପରେ ବାଲେଶ୍ୱର ଏସପିଙ୍କ କାହିଁକି ପଡୁନି ଦୃଷ୍ଟି  । ଟୋଲଗେଟ୍ କ୍ୟାମେରାକୁ ଯାଞ୍ଚ କଲେ କିଏସେ ଲୁଟେରା  ଯାହାର ସବୁ କିଛି ହୋଇଯିବ ପର୍ଦ୍ଦାଫାଶ ।  ଆଉ ଏ ଲୁଟେରାଙ୍କ ପଛରେ କେଉଁ ବାବୁଙ୍କ ହାତ ରହିଛି ଯାହା ଏସପି ଖୋଦ୍ ଜାଣିପାରିବେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର