Masthead

ପୂର୍ବତନ ଶ୍ରମ ଅଧିକାରିଣୀ ଜାସ୍ମିନ ଶୁଭଦର୍ଶନୀଙ୍କ ନାମରେ ଥାନାରେ ମାମଲ ରୁଜୁ

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ରାୟଗଡ଼ ଜିଲ୍ଲା ପୂର୍ବତନ ଶ୍ରମ ଅଧିକାରିଣୀ ଜାସ୍ମିନ ଶୁଭଦର୍ଶନୀ ସାହୁଙ୍କ ନାମରେ ରାୟଗଡ଼ ଥାନାରେ ମାମଲ ରୁଜୁ। ବର୍ତମାନର ଶ୍ରମ ଅଧିକାରୀ ଥାନାରେ ଏତଲା ଦେଇଛନ୍ତି। ଏହାସହ କୋଟିକୋଟି ସରକାରୀ ଅର୍ଥ ଆତ୍ମସାତରେ ସହଯୋଗ କରିଥିବା ବ୍ୟକ୍ତିଙ୍କ ନାମରେ ମଧ୍ୟ ଏହି ଏତଲାରେ ଉଲ୍ଲେଖ ଥିବା ଜଣାପଡ଼ିଛି। ଶ୍ରମ ବିଭାଗରେ ନିର୍ମାଣ ଶ୍ରମିକଙ୍କୁ ମରଣାନ୍ତର ସହାୟତା ଟଙ୍କାକୁ ଚଞ୍ଚକତା କରି ପ୍ରାୟ ୩୮କୋଟି ଟଙ୍କା ଆତ୍ମସାତ ହୋଇଥିଲା।

ଏହି ଘଟଣା ଉପରୁ ପ୍ରଥମେ ‘ବଡ଼ ଖବର’ ପରଦା ଉଠାଇଥିଲା। ମୃତ ବ୍ୟକ୍ତିଙ୍କୁ ଜୀବନ୍ତ କରି ନିର୍ମାଣ ଶ୍ରମିକ ରୂପେ ପଞ୍ଜିକୃତ କରିବା, ତା ପରେ ନକଲି ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରି ସେହି ପ୍ରମାଣପତ୍ର ଜରିଆରେ ସହାୟତା ରାଶି ସରକାରୀ ତହସିଲରୁ ମଞ୍ଜୁର କରାଇ ଆତ୍ମସାତ କରିବା ଭଳି ଜଘନ୍ୟ କାର୍ଯ୍ୟ କରାଇଥିଲେ ଏହି ଅଧିକାରିଣୀ। ସରକାର ଗତ ୨୬ତାରିଖରେ କାର୍ଯ୍ୟରୁ ନିଲମ୍ୱନ କରିଥିବା ବେଳେ ବର୍ତ୍ତମାନ ଏତଲା ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି