ଯୁବପିଢ଼ିଙ୍କ ପାଇଁ ଉଦାହରଣ ସାଜିଲେ ଜୟ କିଶୋର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶିଖିବାର ନିର୍ଦ୍ଦିଷ୍ଟ ବୟସ ସୀମା ନଥାଏ । ଯେତେବେଳେ ମନରେ ଦୃଢ ଇଚ୍ଛା ଶକ୍ତି ଥାଏ ,ସେତେବେଳେ ଆପଣ ଯେକୋଣସି ଜିନିଷ ଖୁବ ସହଜରେ ଶିଖିପାରିବେ ।ଏହାକୁ ପ୍ରମାଣ କରି ଦେଖାଇଛନ୍ତି ୬୪ବର୍ଷୀୟ ଜୟ କିଶୋର ପ୍ରଧାନ । ପେଶାରେ ଜଣେ ବ୍ୟାଙ୍କର । ହେଲେ ଇଚ୍ଛା ଥିଲା ହେବାପାଇଁ ଡାକ୍ତର । ବ୍ୟାଙ୍କ ଚାକିରୀରୁ ଅବସର ପରେ ୬୪ବର୍ଷରେ ଜେଇଇ ନିଟ ପରୀକ୍ଷାରେ ଉର୍ତ୍ତୀଣ୍ଣ ହୋଇ ଯୁବବର୍ଗଙ୍କ ପାଇଁ ପାଲଟିଯାଇଛନ୍ତି ପ୍ରେରଣା । ୬୪ବର୍ଷରେ ଡାକ୍ତର ହେବାର ସ୍ୱପ୍ନକୁ ଦୃଢ଼ ଇଚ୍ଛା ଶକ୍ତି ଦ୍ୱାରା ପୂର୍ଣ୍ଣ କରିପାରିଛନ୍ତି ।

ଭିମସାର ମେଡିକାଲ କଲେଜ,ବୁର୍ଲାରେ ଏମବିବିଏସ ଛାତ୍ର ଭାବେ ନିଜକୁ ଯୋଗ୍ୟ ବିବେଚିତ କରିପାରିଛନ୍ତି । ଜୟ କିଶୋର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କାମ କରୁଥିଲେ। ଅବସର ପରେ ପାଠ ପଢ଼ାରେ ମନୋନିବେଶ କରି ଡାକ୍ତର ହେବାର ସ୍ୱପ୍ନକୁ ସାକାର କରିପାରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!