Masthead

ପାହାଡକୁ ଖାଇଗଲେଣି ବିଜେଡି ନେତା

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାଲେଶ୍ୱରରେ ମାତିଛନ୍ତି ପଥର ମାଫିଆ । ବିପଦରେ ବାଗୁଡ଼ି ଖଞ୍ଜାମାହାଲ ପାହାଡ । ଡିନାମାଇଟ୍ ଲଗାଇ ଫଟାଉଛନ୍ତି ପାହାଡ । ଲୁଟଛନ୍ତି କୋଟି କୋଟି ଟଙ୍କାର ପଥର । ରାଜନୀତି ଛତ୍ରଛାୟାରେ ରହି ପାହାଡକୁ ଗିଳି ସାରିଲେଣି ବିଜେଡି ନେତା । ଆଇନକୁ ଖାତିର ନକରି ଦିନରାତି ଚଳାଇଛନ୍ତି ପଥର ଲୁଟ । ନୀରବ ବସିଛନ୍ତି ଜିଲ୍ଲାପ୍ରଶାସନ । କେତେବେଳେ ଭୂସ୍ଖଳନ ହୋଇ ମାଟିରେ ମିଶିଯିବ ପାହାଡ ତଳର ଗାଁ । ଚିନ୍ତାରେ ଅଞ୍ଚଳବାସୀ ।

ଯଦିଓ ସରକାରଙ୍କ ନୀତିନିୟମ ଅନୁଯାୟୀ ପଥର ଖଦାନ ବନ୍ଦ ରହିଛି କିନ୍ତୁ ଆଇନ ଆଖିରେ ଧୂଳିଦେଇ ସ୍ଥାନୀୟ ଅଧିକାରୀବାବୁ ମାନଙ୍କୁ ହାତ ବାରିଶି କରି ମାଫିଆମାନେ ବେଧଡକ ଚଳାଇଛନ୍ତି ପଥର ଚୋରି । ଜେସିବି ସାହାଯ୍ୟରେ ଡମ୍ପର ଓ ଟ୍ରାକ୍ଟରରେ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଚୋରା ଚାଲାଣ କରି କୋଟି ପତି ହୋଇଛନ୍ତି ବହୁ ବିଜେଡି ନେତା । ମାଫିଆମାନେ ପରିବେଶ ଆଇନକୁ ଉଲଂଘନ କରି ପାହାଡ ଉପରୁ ଦୁଇଶହ ଫୁଟ ଏବଂ ପାହାଡ ତଳ ଭାଗରୁ ଦୁଇଶହ ଫୁଟ ଗଭୀର କରି ନେଉଛନ୍ତି ପଥର । ଯାହା ଦ୍ଵାରା ପାହାଡ ହରାଉଛି ଭରସାମ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା