Masthead

ବରଗଛ ମୂଳେ ଚାଲିଛି ପାଠ ପଢା

ଭୋଗରାଇ (ବଡ଼ ଖବର ବ୍ୟୁରୋ): ବର ଗଛ ମୂଳେ ଚାଲିଛି ପାଠ ପଢା । କିଛି ଛାତ୍ର ଛାତ୍ରୀ ବିଦ୍ୟାଳୟ କ୍ଲାସ ରୁମରେ ପାଠ ପଢ଼ୁଥିବା ବେଳେ ଆଉ କିଛି ପିଲା ବିଦ୍ୟାଳୟ ସମୁଖ ଗେଟ ଆଗରେ ଥିବା ବର ଗଛ ମୂଳେ ପାଠ ପଢୁଛନ୍ତି । ପ୍ରଧାନଶିକ୍ଷକଙ୍କ ବୈମାତୃକ ମନୋଭାବ ଯୋଗୁ କିଛି ଛାତ୍ରଛାତ୍ରୀଙ୍କ ସ୍କଲାରସିପି ପରୀକ୍ଷାରୁ ବାଦ ଦେବା ଏବଂ କ୍ଲାସ ରୁମରେ ପାଠ ପଢା ନହେବେ ବିଭିନ୍ନ ଦାବିକୁ ନେଇ ଛାତ୍ରଛାତ୍ରୀମାନେ ବର ଗଛ ମୂଳେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ଭୋଗରାଇ ବ୍ଲକ ଥିବା ନମ୍ବର ୱାନ ଆରୁହାବୃତ୍ତି ନୋଡାଲ ଉପ୍ରା ବିଦ୍ୟାଳୟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରଧାନଶିକ୍ଷକ ସଂଜୟ ଗିରି କିଛି ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିଗତ ଆକୃଷ୍ଟ ରଖି ସେମାନଙ୍କ ପ୍ରତି ଅବହେଳା କରୁଥିବାର ଅଭିଯୋଗ କରିଛନ୍ତି ଅଭିଭାବକ ଏବଂ ଛାତ୍ରଛାତ୍ରୀ । ସ୍କଲାରର୍ସରୁ ବାଦ ଦେବା, ନିମ୍ନମାନର ଖାଦ୍ୟ ଦେବା, ପାଠ ପଢା ନହେବା ଆଦି ବିଭିନ୍ନ ଦାବିକୁ ନେଇ ବିଦ୍ୟାଳୟ ଗେଟ ସମ୍ମୁଖରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ହେଲେ ପ୍ରଧାନଶିକ୍ଷକ ସଞ୍ଜୟ ଗିରି ଅଭିଭାବକମାନଙ୍କ ନାରେ ଓଲଟା ଅଭିଯୋଗ ଆଣିଛନ୍ତି । ଏହା ତାଙ୍କ ଉପରେ ବ୍ୟକ୍ତିଗତ ଆକୃଷ୍ଟ ରଖି କରାଯାଉଛି ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼