ପଞ୍ଚଲିଙ୍ଗେଶ୍ଵରରେ ଶ୍ରୀଲଙ୍କା ପକ୍ଷୀ

ଔପଦା (ବଡ଼ ଖବର ବ୍ୟୁରୋ): ଆସିଛି ପର୍ଯ୍ୟଟନ ଋତୁ । ସଜେଇ ହେଉଛି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ । ଧୀରେ ଧୀରେ ଶୀତ ବଢୁଥିବା ବେଳେ ବିଦେଶୀ ପକ୍ଷୀ ଓଡ଼ିଶା ଆଗମନ ହେଉଛନ୍ତି । ପ୍ରଥମ କରି ଔପଦା ଓ ନୀଳଗିରି ଅଞ୍ଚଳ ପଞ୍ଚଲିଙ୍ଗେଶ୍ଵର ଓ କୁଲଡିହା ଅଭୟାରଣ୍ୟରେ ଦେଖାଦେଇଛି ଶ୍ରୀଲଙ୍କା ଓ ନେପାଳରେ ବାସ କରୁଥିବା ବିଦେଶୀ ପକ୍ଷୀ “ରେଡ ନେପଡ୍ ଆଇବିସ” ବା ନାଲି ମଥା ବାଜେଣୀ ।

ବିଶେଷ କରି ଏମାନେ ଶୀତ ଋୁତରେ ନିଜ ଦେଶ ଛାଡି ବିଦେଶ ପରିଭ୍ରମଣ କରିଥାନ୍ତି । ଶୀତ ଋୁତରେ ଏମାନେ ବହୁତ ପରିମାଣରେ ଚିଲିକା; ମଙ୍ଗଳାଯୋଡି ଇତ୍ୟାଦି ଜଳାଶୟରେ ଦେଖାଯାନ୍ତି । ପ୍ରଥମ କରି ଚଳିତ ବର୍ଷ ପଞ୍ଚଲିଙ୍ଗେଶ୍ଵର ଓ କୁଲଡିହା ଅଭୟାରଣ୍ୟ ଅଞ୍ଚଳରେ ୫୦ରୁ ଅଧିକ ପକ୍ଷୀ ଠାବ ହୋଇଛି । ଔପଦା ଶ୍ୟାମସୁନ୍ଦରପୁରର ପରିବେଶବିତ୍ ଓ ଟ୍ୟୁରିଷ୍ଟ ଗାଇଡ୍ ମନୋରଞ୍ଜନ ଦାସ ଏହି ପକ୍ଷୀମାନଙ୍କୁ ଚିହ୍ନଟ କରିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ