Masthead

ଜୁଆଆଡ୍ଡାରେ ପୋଲିସ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): କ୍ଷେତରାଜପୁର ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ଚାଲିଥିଲା ଜୁଆଆଡ୍ଡା । ପୋଲିସ ସେଠାରେ ଚଢ଼ଉ କରି ୯ଜଣ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୧୧୨୦ ଟଙ୍କା ଓ ୫୨ଟି ତାସ ଜବତ ହୋଇଛି ।

ସହରର କ୍ଷେତରାଜପୁର ଥାନା ବଙ୍ଗାଳିପଡାଠାରେ ଚାଲିଥିଲା ଜୁଆଆଡ୍ଡା । ବିଶ୍ୱସ୍ତ ସୁତ୍ରରୁ ପୋଲିସ ଖବର ପାଇ ଜୁଆଆଡ୍ଡାରେ ଚଢ଼ଉ କରିଥିଲା। ପୋଲିସ ଏକ ମାମଲା ରୁଜୁ କରି ପଙ୍କପଡାର ପାପଲଲୁ ଦାଶ ଓରଫ ଛୋଟା ଡନ, ଚନ୍ଦନ ନଗରର ଆକାଶ ଦାଶ ଏବଂ ବଙ୍ଗାଲି ପଡାର ମଣ୍ଟୁ ଦାଶ ଙ୍କୁ ଗିରଫ କରିଛି। ସେହିଭଳି ଅନ୍ୟ ଏକ ମାମଲାରେ ପୋଲିସ ବଙ୍ଗାଳିପଡାରେ ଜୁଆଆଡ୍ଡାରେ ଚଢ଼ଉ କରି ୬ ଜଣ ଜୁଆଡିଙ୍କୁ ଧରିଛି। ଗିରଫ ଜୁଆଡିମାନେ ହେଲେ ବଙ୍ଗାଲିପଡାର ସୁଶାନ୍ତ କର୍ମକାର, ନିର୍ମଳ ଦତ୍ତ, କିଶୋର ଦାଶ, ରାଜେଶ ମାଝୀ, ନିତ୍ୟା ଚୌଧିରୀ ଓ ଗଣେଶ ଦାସ ବୋଲି ପୋଲିସ ସୂଚନା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼