Masthead

ବାଲିଘାଟକୁ ନେଇ ତାତିଲେ ମହିଳା

ରାମନାଗୁଡ଼ା(ବଡ଼ ଖବର ବ୍ୟୁରୋ): ବାଲି ଉଠାକୁ ବିରୋଧ କରି ଧାରଣାରେ ବସିଲେ ମହିଳା । ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଭାମିନି ରାଜସ୍ୱ ସର୍କଲର ଭାମିନି ନଦୀଠାରୁ ବାଲି ଉଠାକୁ ବିରୋଧ କରି ମହିଳାମାନେ ଧାରଣାରେ ବସିଥିଲେ । ସେମାନେ ଅଭିଯୋଗ କରିଛନ୍ତି, ସରକାରୀ ନିୟମକୁ ଖିଲା କରି ଦିନରାତି ଏହି ଘାଟରୁ ବାଲି ଉଠା ଯାଉଛି । ଟ୍ରାକ୍ଟର ଯିବାଆସିବା ରେ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି ।

ଯାହା ଆଗାମୀ ଦିନରେ ନଦୀକୂଳିଆ ଲୋକଙ୍କ ପାଇଁ ବିଦ ଆଣିାରେ । ଖାଲି ସେତିକି ନୁହେଁ ବାଲି ନେବା ପାଇଁ ଆସୁଥିବା ଡ୍ରାଇଭରମାନେ ଗାଁର ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତିି । ଏନେଇ ରବିବାର ଗାଁ ମୁହଁରେ ଗାଡିଗୁଡିକୁ ଅଟକ ରଖି ରାସ୍ତା ଅବରୋଧ କରିଥିଲେ ମହିଳାମାନେ । ଖବର ପାଇ ଗୁଣୁୁର ଥାନା ଏସଆଇ ରବୀନ୍ଦ୍ରନାଥ ଗୌଡ଼ ଘଟଣାସ୍ଥଳରେ ହଁଚି ଉତ୍ତ୍ୟକ୍ତ ମହିଳାମାନଙ୍କୁ ବୁଝାସୁଝା କରିବା ପରେ ଅବରୋଧ ହଟିଥିଲା । ଆଜି ଗୁଣୁୁର ଉପଜିଲ୍ଲାପାଳଙ୍କୁ ଭେଟି ବାଲିଘାଟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି କରିଛନ୍ତି ମହିଳାମାନେ । ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଦେଇଛନ୍ତି ଚେତାବନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା