ସାକ୍ଷୀ ଦେଇଥିବା ଯୁବକଙ୍କୁ ପିଟିପିଟି ହତ୍ୟା

ଉଦଳା (ବଡ଼ ଖବର ବ୍ୟୁରୋ) ଉଦଳାରେ ସାକ୍ଷୀ ଦେଇଥିବା ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ । ଖୁଣ୍ଟା ଥାନା ଗଡିଗାଁ ଗ୍ରାମରେ ହୋଇଥିବା ଜଘନ୍ୟ ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ବୟାନ କରୁଛି କିଭଳି ଦୁର୍ବୃତ୍ତମାନେ କରିଥିଲେ ଆକ୍ରମଣ। ମୃତକ ହେଲେ କାହ୍ନୁ ମଢେଇ । ହତ୍ୟା ପୂର୍ବରୁ ପ୍ରଥମେ ଗାଁ ରାସ୍ତାରେ ଗଣ୍ଡଗୋଳ ହୋଇଥିଲା। ଯାହାକି ୩ ରୁ ୪ ଜଣ ଦୁର୍ବୃତ୍ତ କାହ୍ନୁଙ୍କୁ ଗୋଡ଼ାଇବା ସହିତ ରାସ୍ତାରେ ତଳେ ପକାଇ ଦେଇଥିଲେ ।

ଏପରିକି କିଏ ତାଙ୍କୁ ପଥରରେ ଛେଚି ମାରିବା ପାଇଁ ପଥର ଉଠାଇଥିଲା ତ ଆଉ କିଏ ଠେଙ୍ଗା। ତେବେ ସିସିଟିଭିରେ କଏଦ ହୋଇଥିବା ଭିଜୁଆଲ ଯାହା ଜଣାପଡ଼ୁଛି ଦୁର୍ବୃତ୍ତମାନେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ । ଆଉ ସେହି ସମୟରେ କାହ୍ନୁ ଦୁର୍ବୃତ୍ତଙ୍କ କବଳରୁ ଖସି ଗାଁର ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପ୍ରବଶେ ପାଇଁ ଚେଷ୍ଟା କରିଥିଲେ । ଆଉ ସେତିକି ବେଳେ କାହ୍ନୁଙ୍କୁ କାବୁ କରି ହତ୍ୟା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପଂହଚିଥିଲେ । ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!