Masthead

୨ ବଙ୍ଗ ଅଧିକାରୀଙ୍କୁ ମାଡ଼, ଶତାଧିକ ଅଟକ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ୨ ପଶ୍ଚିମବଙ୍ଗ ଅଧିକାରୀଙ୍କୁ ମାଡ ମାରିବା ଘଟଣା । ଶତାଧିକ ଲୋକଙ୍କୁ ଉଠାଇନେଲା ଜଳେଶ୍ୱର ପୋଲିସ । ଜଣେ ଦଶମ ଶ୍ରେଣୀ ଛାତ୍ର ଅଟକ । କାଲି ପରୀକ୍ଷା ଥିବାରୁ ବଢୁଛି ପରିବାର ଲୋକଙ୍କ ଚିନ୍ତା । ରାଇବଣିଆ ଥାନା ରାଜନଗରପାଟଣା ଗାଁର ଘଟଣା । ଏସଆଇଆର୍ ପାଇଁ ଓଡିଶାକୁ ପଶି ଆସିଥିଲେ ୨ ବଙ୍ଗ ଅଧିକାରୀ । ପିଲା ଚୋର ସନେ୍ଦହରେ ମାଡ ମାରିଥିଲେ ଗାଁଲୋକେ । ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ରଖିଥିଲେ ଅଟକ ।

ଗତକାଲି ଦୁଇ ଅଧିକାରୀଙ୍କୁ ପିଲା ଚୋର ସନ୍ଦେହରେ ଅଟକ ରଖି ମାଡ ମାରି ଥିଲେ ଗ୍ରାମବାସୀ । ଉଦ୍ଧାର କରିବାକୁ ଯାଇ ଥିବା ପୋଲିସକୁ ମଧ୍ୟ ଅଟକ ରଖିଥିଲେ ଲୋକେ । ରାଇବଣିଆ ଥାନା ରାଜନଗର ପାଟଣା ଗ୍ରାମରେ ଘଟି ଥିଲା ଅଭାବନୀୟ ଘଟଣା । ଅଟକ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଦଶମ ଶ୍ରେଣୀ ର ଛାତ୍ର ଉମାକାନ୍ତ ନାୟକ ରହିଛନ୍ତି । ପୋଲିସ ଅଟକ ରଖିଥିବାରୁ ଆସନ୍ତାକାଲି ଥିବା ପରୀକ୍ଷା କିପରି ଦେବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି