Masthead

ବଢ଼ିଲା CNG ଦର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଭୋଗୁଛି ଭାରତ । ଯୁଦ୍ଧ ଥମୁନି ଦର କିନ୍ତୁ ବଢି ବଢି ଚାଲିଛି । ନାକେଦମ କଲାଣି ମହଙ୍ଗାମାଡ଼ । ରାତି ପାହିଲେ ଦର ବୃଦ୍ଧି ଚିନ୍ତା । ପେଟ୍ରୋଲ, ଡିଜେଲ ପରେ ବଢ଼ିଲା ସିଏନଜି ଦର । ଆଜି ସିଏନ୍‌ଜି ଦର ପ୍ରତି ଲିଟର ପିଛା ୨ ଟଙ୍କା ବଢ଼ିଛି । ଗତ ୧୧ ଦିନରେ ଚତୁର୍ଥ ଥର ପାଇଁ ସିଏନଜି ଦର ବୃଦ୍ଧି ହୋଇଛି । ସିଏନଜି ଲିଟର ପିଛା ୮୧ ଟଙ୍କା ୦୯ ପଇସାରୁ ବୃଦ୍ଧି ପାଇ ୮୩ ଟଙ୍କା ୦୯ ପଇସା ହୋଇଛି ।

ମୁମ୍ବାଇରେ ସିଏନଜି ଦର ୮୧ ଟଙ୍କା ଥିବା ବେଳେ କୋଲକାତାରେ ୯୩ ଟଙ୍କା ୫୦ ପଇସା ହୋଇଛି । ଚେନ୍ନାଇରେ ଦର ୯୧ ଟଙ୍କା ୫୦ ପଇସା ହୋଇଛି । ବେଙ୍ଗାଳୁରୁରେ ଦର ୯୦ ଟଙ୍କା ଛୁଇଁଛି । ଗତକାଲି ପେଟ୍ରୋଲ-ଡିଜେଲ ଦର ବଢିଥିଲା । ୧୧ ଦିନରେ ୪ ଥର ଦରରେ ବୃଦ୍ଧି ହୋଇଥିଲା । ଲିଟର ପିଛା ଉଭୟ ଇନ୍ଧନ ଅଢେଇ ଟଙ୍କାରୁ ଅଧିକ ମହଙ୍ଗା ହୋଇଥିଲା । ଏହି ଭଳି ପେଟ୍ରୋଲ-ଡିଜେଲ ପ୍ରାୟ ୮ ଟଙ୍କା ବଢିଗଲାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ୍ ଉପରେ ଆମେରିକାର ବଡ଼ ହମ୍‌ଲା 🔴 ବଢ଼ିଲା CNG ଦର 🔴 ହିଟୱେଭ୍ ନେଇ ଜାରି ହେଲା ରେଡ୍ ୱାର୍ଣ୍ଣିଂ 🔴 ବିଜେଡି ଛାଡ଼ିବେ ଦେବାଶିଷ ସାମନ୍ତରାୟ! 🔴 ସ୍ୱଧର୍ମକୁ ଫେରିବା ପାଇଁ ପୁନର୍ଜନ୍ମ 🔴 ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୨୩ ମୃତ 🔴 ହ୍ବାଇଟ ହାଉସ ବାହାରେ ୨୫ ରାଉଣ୍ଡ ଫାୟରିଂ 🔴 ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୋଲିସ୍‌ SIସ୍କାମ୍: ୧୭ଜଣଙ୍କ ଜାମିନ ଖାରଜ 🔴 ପୌରାଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ 🔴 ଇରାନ୍ ଉପରେ ଆମେରିକାର ବଡ଼ ହମ୍‌ଲା 🔴 ବଢ଼ିଲା CNG ଦର 🔴 ହିଟୱେଭ୍ ନେଇ ଜାରି ହେଲା ରେଡ୍ ୱାର୍ଣ୍ଣିଂ 🔴 ବିଜେଡି ଛାଡ଼ିବେ ଦେବାଶିଷ ସାମନ୍ତରାୟ! 🔴 ସ୍ୱଧର୍ମକୁ ଫେରିବା ପାଇଁ ପୁନର୍ଜନ୍ମ 🔴 ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୨୩ ମୃତ 🔴 ହ୍ବାଇଟ ହାଉସ ବାହାରେ ୨୫ ରାଉଣ୍ଡ ଫାୟରିଂ 🔴 ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୋଲିସ୍‌ SIସ୍କାମ୍: ୧୭ଜଣଙ୍କ ଜାମିନ ଖାରଜ 🔴 ପୌରାଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼