Masthead

୧୨ ଘଣ୍ଟିଆ ଜୟପୁର ବନ୍ଦ

ଜୟପୁର  (ବଡ଼ ଖବର ବ୍ୟୁରୋ):  ପେପର ମିଲ୍ ପୁନଃ କାର୍ଯ୍ୟକ୍ଷମ ଦାବିରେ ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ । ବନ୍ଦ ଡାକରା ଦେଇଛି ବିଜେଡି । ବିଜେଡିର ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ ଅନୁଷ୍ଠାନ । ଏହି ୧୨ ଘଣ୍ଟିଆ ବନ୍ଦ ଡାକରାରେ ଅତ୍ୟାବଶ୍ୟକୀୟ ସେବାକୁ ଛାଡି ସମସ୍ତ ପ୍ରକାର ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିବ । ଦୀର୍ଘ ଦିନ ହେବ ପରିଚାଳନାଗତ ତ୍ରୁଟି ପାଇଁ ପେପର ମିଲ୍ ବନ୍ଦ ହୋଇ ପଡି ରହିଛି। ଫଳରେ ହଜାରରୁ ଉର୍ଦ୍ଧ୍ବ ପରିବାର ଦରମା ନପାଇ ହନ୍ତସନ୍ତ ହେଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର ସାମରିକ ଘାଟିକୁ ଟାର୍ଗେଟ୍ 🔴 ୧୨ ଘଣ୍ଟିଆ ଜୟପୁର ବନ୍ଦ 🔴 ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ 🔴 ପୁରୀରୁ ଗିରଫ ହେଲେ TMC ବିଧାୟକ 🔴 ଜୁନ୍ ୨ ଯାଏଁ ହିଟୱେଭ୍ ଆଲର୍ଟ 🔴 ପଦ୍ମ ଧରିଲେ ଦେବାଶିଷ ସାମନ୍ତରାୟ 🔴 ପାଇଖାନା ଟାଙ୍କିରେ ପଶି ୬ ଜଣଙ୍କ ମୃତ୍ୟୁ 🔴 ଆକ୍ସନ୍‌ ମୋଡ୍‌ରେ ବ୍ରହ୍ମପୁର ପୁଲିସ, ୨୪ ଘଣ୍ଟାରେ ତିନୋଟି ଏନକାଉଣ୍ଟର 🔴 ଇରାନ୍ ଉପରେ ଆମେରିକାର ବଡ଼ ହମ୍‌ଲା 🔴 ବଢ଼ିଲା CNG ଦର 🔴 ଇରାନର ସାମରିକ ଘାଟିକୁ ଟାର୍ଗେଟ୍ 🔴 ୧୨ ଘଣ୍ଟିଆ ଜୟପୁର ବନ୍ଦ 🔴 ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ 🔴 ପୁରୀରୁ ଗିରଫ ହେଲେ TMC ବିଧାୟକ 🔴 ଜୁନ୍ ୨ ଯାଏଁ ହିଟୱେଭ୍ ଆଲର୍ଟ 🔴 ପଦ୍ମ ଧରିଲେ ଦେବାଶିଷ ସାମନ୍ତରାୟ 🔴 ପାଇଖାନା ଟାଙ୍କିରେ ପଶି ୬ ଜଣଙ୍କ ମୃତ୍ୟୁ 🔴 ଆକ୍ସନ୍‌ ମୋଡ୍‌ରେ ବ୍ରହ୍ମପୁର ପୁଲିସ, ୨୪ ଘଣ୍ଟାରେ ତିନୋଟି ଏନକାଉଣ୍ଟର 🔴 ଇରାନ୍ ଉପରେ ଆମେରିକାର ବଡ଼ ହମ୍‌ଲା 🔴 ବଢ଼ିଲା CNG ଦର