Masthead

ବନଖଣ୍ଡରେ ମୃତଦେହ ମିଳିବା ଘଟଣା, କଲରାପତରିଆ ବାଘ ମାରିଥିବା କହିଲା ବନବିଭାଗ

ବାରିପଦା(ବଡ଼ ଖବର ବ୍ୟୁରୋ): କରଞ୍ଜିଆ ବନଖଣ୍ଡରେ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ଘଟଣା । ଲ୍ୟାବ୍ ରିପୋର୍ଟରୁ କଲରାପତରିଆ ମାରି ଖାଇଥିବା ସ୍ପଷ୍ଟ । ପ୍ରେସ୍‌ନୋଟ୍ ଜାରି କରି ସୂଚନା ଦେଲେ RCCF । ମୃତକଙ୍କ ଶରୀରରୁ ମିଳିଥିବା ଚୁଟି କଲରାପତରିଆ ଚୁଟି ସହ ମିଶୁଛି । ପ୍ରଥମ ଥର ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ କଲରାପତରିଆ ମଣିଷକୁ ମାରିଛି । ଉଦ୍ଦେଶ୍ୟମୂଳକ ଭାବେ ନ ହୋଇ ଦୁର୍ଘଟଣାବଶତଃ ମଣିଷକୁ ମାରିଥିବା ସୂଚନା । ଭୋର୍ ସମୟରେ ଓ ସଂଧ୍ୟା ପରେ ଜଙ୍ଗଲକୁ ନ ଯିବାକୁ RCCFଙ୍କ ପରାମର୍ଶ । ପାଟ୍ରୋଲିଂ କଡ଼ାକଡ଼ି କରାଯିବା ସହ AI କ୍ୟାମେରା ଖଞ୍ଜାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶଦ୍ଦ 🔴 ରାଜଧାନୀରେ ପୁଣି ଲଜ୍ଜା : ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ 🔴 ‘ଧାମ’ପାଇଁ ଶୁଭେନ୍ଧୁଙ୍କୁ ମୋହନଙ୍କ ଚିଠି “ଜଗନ୍ନାଥ ଧାମ” ବଦଳରେ ଶ୍ରୀ ଜଗନ୍ନାଥ ମନ୍ଦିର ଦୀଘା ଲେଖିବାକୁ ପ୍ରସ୍ତାବ 🔴 ୧୨ବର୍ଷରେ ପାଦ ଥାପିଛନ୍ତି ମୋଦି ସରକାର ମୋଦିଙ୍କ ଐତିହାସିକ ୧୨ବର୍ଷ ପୂର୍ତ୍ତି 🔴 ବନଖଣ୍ଡରେ ମୃତଦେହ ମିଳିବା ଘଟଣା, କଲରାପତରିଆ ବାଘ ମାରିଥିବା କହିଲା ବନବିଭାଗ 🔴 POKରେ ହିଂସା, ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳିମାଡ଼ 🔴 ୨ରୁ ୩ ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ 🔴 ଭୂମିକମ୍ପରେ ଥରିଲା ଫିଲିପାଇନ୍ସ 🔴 ଦିନରେ ଖରା ଅପରାହ୍ନରେ କାଳବୈଶାଖି 🔴 ଇରାନ୍-ଇସ୍ରାଏଲ ମଧ୍ୟରେ ଆରପାର୍ ଲଢେଇ 🔴 ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶଦ୍ଦ 🔴 ରାଜଧାନୀରେ ପୁଣି ଲଜ୍ଜା : ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ 🔴 ‘ଧାମ’ପାଇଁ ଶୁଭେନ୍ଧୁଙ୍କୁ ମୋହନଙ୍କ ଚିଠି “ଜଗନ୍ନାଥ ଧାମ” ବଦଳରେ ଶ୍ରୀ ଜଗନ୍ନାଥ ମନ୍ଦିର ଦୀଘା ଲେଖିବାକୁ ପ୍ରସ୍ତାବ 🔴 ୧୨ବର୍ଷରେ ପାଦ ଥାପିଛନ୍ତି ମୋଦି ସରକାର ମୋଦିଙ୍କ ଐତିହାସିକ ୧୨ବର୍ଷ ପୂର୍ତ୍ତି 🔴 ବନଖଣ୍ଡରେ ମୃତଦେହ ମିଳିବା ଘଟଣା, କଲରାପତରିଆ ବାଘ ମାରିଥିବା କହିଲା ବନବିଭାଗ 🔴 POKରେ ହିଂସା, ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳିମାଡ଼ 🔴 ୨ରୁ ୩ ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ 🔴 ଭୂମିକମ୍ପରେ ଥରିଲା ଫିଲିପାଇନ୍ସ 🔴 ଦିନରେ ଖରା ଅପରାହ୍ନରେ କାଳବୈଶାଖି 🔴 ଇରାନ୍-ଇସ୍ରାଏଲ ମଧ୍ୟରେ ଆରପାର୍ ଲଢେଇ