Masthead

ଶାଶୁ ଏବଂ ଶ୍ୱଶୁରଙ୍କୁ ଜାଳିଦେଲା ଜ୍ୱାଇଁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଶାଶୁ ଏବଂ ଶ୍ୱଶୁରଙ୍କୁ ଜାଳିଦେଲା ଜ୍ୱାଇଁ । ବାରିପଦା ନାଉପଦ ଗାଁରେ ଶାଶୁ ଏବଂ ଶ୍ୱଶୁରଙ୍କୁ ଜାଳିଦେଲା ଜ୍ୱାଇଁ । ପରିବାରିକ କଳହରୁ ପେଟ୍ରୋଲ୍ ଢାଳି ଜାଳିଦେଲେ ଜ୍ୱାଇଁ । ଗୁରୁତର ଶାଶୁ ଏବଂ ଶ୍ୱଶୁର ପିଏଆର୍ ମେଡିକାଲ ଭର୍ତ୍ତି ଅଛନ୍ତି । ଅଭିଯୁକ୍ତ ଜ୍ୱାଇଁ ଫେରାର ଅଛି । ଏବଂ ଶୁଳିଆପଦା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଦେଖିବାକୁ ଗଲେ ପୂର୍ବରୁ ଦୁଇ ପରିବାର ମଧ୍ୟରେ କଳହ ଲାଗି ରହିଥିଲା । ବିବାହ ପରଠୁ ଅଭିଯୁକ୍ତ ଜ୍ୱାଇଁ ମଦ ପିଇ ଆସି ଘରେ ଗଣ୍ଡଗୋଳ କରିବା ସହ ସ୍ତ୍ରୀକୁ ମାରପିଟ କରୁଥିଲା । ସେଥିପାଇଁ ଝିଅ ଘର ଲୋକେ ତାଙ୍କ ଝିଅକୁ ଘରେ ନେଇ ରଖିଥିଲେ । ଅଭିଯୁକ୍ତ ଜ୍ୱାଇଁ ଆସି ନିଜ ଶ୍ୱଶୁର ଘରେ ଗଣ୍ଡଗୋଳ କରିବା ସହ ଗତକାଲି ମଧ୍ୟରାତିରେ ପେଟ୍ରୋଲ୍ ପକାଇ ବୃଦ୍ଧ ଶାଶୁ ଏବଂ ଶ୍ୱଶୁରକୁ ଜାଳି ଦେଇଥିଲେ । ଶ୍ୱଶୁର ଜଣଙ୍କ ୭୦ରୁ୮୦ ପ୍ରତିଶତ ଜଳି ଜାଇଛନ୍ତି ଏବଂ ଶାଶୁ ଜଣଙ୍କ ୩୦ରୁ୪୦ ପ୍ରତିଶତ ପୋଡି ଯାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା