ହେଡ୍ କନେଷ୍ଟବଳ ହତ୍ୟା ପରେ ବଡ ଆକ୍ସନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଜାମ୍ମୁ-କାଶ୍ମୀରରେ ହେଡ୍ କନେଷ୍ଟବଳଙ୍କ ହତ୍ୟା ମାମଲା, ଅଭିଯୁକ୍ତ ଲଶ୍କର-ଏ-ତୈବାର ଦୁଇ ଆତଙ୍କବାଦୀଙ୍କ ଘରକୁ ଭଙ୍ଗାଯାଇଛି । ପ୍ରଶାସନ ବୁଧବାର ବିଳମ୍ବିତ ରାତିରେ ଏହି ବଡ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଦକ୍ଷିଣ କାଶ୍ମୀରର ଅନନ୍ତନାଗର ଲାଲ ଚକରେ ଜମ୍ମୁ-କାଶ୍ମୀ ଠାରେ କିଛି ଆତଙ୍କବାଦୀମାନଙ୍କ ଆକ୍ରମଣରେ ଜଣେ ହେଡ୍ କନଷ୍ଟେବଳ ଆଶିକ ହୁସେନ କୁରେଶୀଙ୍କ ମୃତ୍ୟୁ ହୋଇଥିଲା । ସେ ଅମରନାଥ ଯାତ୍ରା ସୁରକ୍ଷା ଡ୍ୟୁଟିରେ ନିୟୋଜିତ ଥିଲେ। ହତ୍ୟା କରିବାର କିଛି ଘଣ୍ଟା ପରେ ପ୍ରଶାସନ କଡ଼ା କାର୍ୟ୍ୟାନୁଷ୍ଠାନ ନେଇ ଅଭିଯୁକ୍ତ ଆତଙ୍କବାଦୀମାନଙ୍କ ଘରକୁ ଭାଙ୍ଗି ଦେଇଛି। ଯାହା ଗୁରୁବାର ଅଧିକାରୀମାନେ ବିଳମ୍ବିତ ରାତିରେ ଚାଲିଥିବା ଏହି ଅପରେସନ ସମ୍ପର୍କରେ ସୂଚନା ଦେଇଛନ୍ତି ।

ପୋଲିସ ସୂଚନା ଅନୁସାରେ, ଦୁଇ ଆତଙ୍କବାଦୀମାନେ ହେଲେ ଆଦିଲ ଠୋକର ଏବଂ ହାରୁନ ରସିଦ ଗଣାଇ । ଉଭୟ ଆତଙ୍କବାଦୀ ଅନନ୍ତନାଗର ଲାଲ ଚକରେ ଅତି ନିକଟରୁ ଆଶିକ ହୁସେନ କୁରେଶୀଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ପରେ ଆଶିକଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!