Masthead

ଚଳଚଞ୍ଚଳ ଅସ୍ତରଙ୍ଗ ବଜାର

ଅସ୍ତରଙ୍ଗ(ବଡ଼ ଖବର ବ୍ୟୁରୋ): ଆଜି ହେଉଛି ଧନତେରାସ । ବିଶ୍ୱସ ଆଛି ଆଜିର ଦିନରେ ସୁନା କିଣିଲେ ମାତା ଲକ୍ଷ୍ମୀଙ୍କ କୃପା ମିଳେ । ଏଇଥି ପାଇଁ ପ୍ରତିବର୍ଷ ଧନତେରାସରେ ବଢିଥାଏ ସୁନା କାରବାର । ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଦେଇ ନିଜ ଆଡକୁ ଆକୃଷ୍ଟ କରନ୍ତି ସୁନା ଦୋକାନୀ । ଚଳିତ ବର୍ଷ କିନ୍ତୁ କରୋନା ପାଇଁ ସାରା ବିଶ୍ୱର ଅର୍ଥନୀତି ମାଟି କାମୁଡି ପଡିଛି । ଏଭଳି ପରିସ୍ଥିତିରେ ସୁନା ବ୍ୟବସାୟରେ ଦେଖା ଦେଇଥିଲା ମାନ୍ଦାବସ୍ଥା । ଧନତେରାସ ପାଇଁ କିନ୍ତୁ ଚଳଚଞ୍ଚଳ ହୋଇ ପଡିଛି ଅସ୍ତରଙ୍ଗର ବିଭିନ୍ନ ସୁନା ଦୋକାନ । ଗ୍ରାହାକଙ୍କ ପାଇଁ ନୂଆ ଦିଜାଇନର ସୁନା ଅଳଙ୍କାର ସହ ଆକର୍ଷଣୀୟ ଅଫର ଦେଇଛନ୍ତି ଦୋକାନୀ । ଦୋକାନକୁ ଆକର୍ଷଣୀୟ ଡେକୋରସେନ ସହ ସୁନାର ଗଢା ମଜୁରୀ ଉପରେ ବିଶେଷ ରିହାତି ଦିଆଯାଉଛି । ସୁନା କିଣିବା ପଇଁ ଅସ୍ତରଙ୍ଗ ବାଜାରରେ ଗ୍ରାହାକଙ୍କ ଭିଡ ଲାଗିଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସୁନା ରେଟ ଅଧିକା ଥିବା କାରଣରୁ ବେପାରରେ କିଛିଟା ବୟଗତ ହେବ ବୋଲି କହିଛନ୍ତି ଦୋକାନୀ । ତେବେ ଧନତେରାସକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଛକଗୁଡିକରେ ପାଟ୍ରୋଲିଂ କରାଯାଉଛି । ଗ୍ରାହାକଙ୍କ ସୁରକ୍ଷା ପଇଁ କୋଭିଡ ନିୟମ ମାନି ବ୍ୟବସାୟ କରାଯିବ ବୋଲି କହିଛନ୍ତି ଦୋକାନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ