Masthead

ତେଜୁଛି ଖରସ୍ରୋତା ମେଗାଜଳ ପ୍ରକଳ୍ପ ବିବାଦ

ରାଜକନିକା (ବଡ଼ ଖବର ବ୍ୟୁରୋ): ରାଜକନିକା-ଆଳିର ଜୀବନ ରେଖା କୁହାଯାଉଥିବା ଖରସ୍ରୋତା ନଦୀରେ ମେଗାଜଳ ପ୍ରକଳ୍ପକୁ ବିରୋଧ । ଆଜି କଟକ-ଚାନ୍ଦବାଲି ଜାତୀୟ ରାଜପଥର ଗଡ଼ଗଡ଼ି ସେତୁ ନିକଟରେ ହଜାର ହଜାର ଲୋକ ହାତରେ ଫ୍ଲାକାଡ୍ ଧରି ସ୍ଲୋଗାନ ଦେଇ ଏକ ମାନବ ଶୃଙ୍ଖଳ ଜରିଆରେ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ରାଜକନିକା ଅଚ୍ୟୁତପୂର ଠାରୁ ଗଡ଼ଗଡି ସେତୁଯାଏ ରାସ୍ତାର ଦୁଇ କଡ଼ରେ ଛିଡ଼ାହୋଇ କରିଛନ୍ତି ପ୍ରତିବାଦ ।

ଏଥିସହ ଡିସେମ୍ବର ୨୨ରେ ନଦୀପଠାରେ ଏକ ବିରାଟ ଜନସମାବେଶର ଡାକରା ଦେଇଛି ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି । ପୂର୍ବରୁ ଖରସ୍ରୋତା ନଦୀରେ ୮୭୦କୋଟି ଟଙ୍କାର ମେଗାଜଳ ପ୍ରକଳ୍ପ କରିବାକୁ ରାଜ୍ୟ ସରକାର ତତ୍ପରତା ଦେଖାଇ ରାସ୍ତା କଡରେ ପାଇପ ପକାଇ କାର୍ଯ୍ୟ ଆରମ୍ଭ କରିବାକୁ ଅଣ୍ଟା ଭିଡୁଥିବା ବେଳେ ଏହି ପ୍ରକଳ୍ପକୁ ବିରୋଧ କରୁଛନ୍ତି ଅଞ୍ଚଳବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ