Masthead

କୁନିଝିଅ ନିଜ ଅଞ୍ଚଳର ସମସ୍ୟା ବଖାଣିବା ପରେ ପ୍ରଶାସନର ପଶିଲା ଚିନ୍ତା

ସେମିଳିଗୁଡା  (ବଡ଼ ଖବର ବ୍ୟୁରୋ):  କୁନି କଳାକାରଙ୍କ ଅଭିଯୋଗ ପରେ ଚେତିଲା ପାଦୁଗୁଡା ପ୍ରଶାସନ । ଗୋଟିଏ ଛୋଟିଆ ଛୁଆର ଉଦ୍ୟମ ପୂରା ପ୍ରଶାସନର ନିଦ ହଜାଇ ଦେଇଛି । କୃଷି ମନ୍ତ୍ରୀଙ୍କ ଆଗରେ ଅଭିନୟ କରିଥିବା ଛୋଟ ପିଲା ସୋନାଲି ଦାସଙ୍କ ସେ ଅଭିଯୋଗ ପରେ କୋରାପୁଟ ଜିଲ୍ଲା ଦଶବନ୍ତପୁରର ଲୁଲା ପଞ୍ଚାୟତର ପାଦୁଗୁଡା ଗାଁରେ ପହଂଚିଛି ବ୍ଲକ ପ୍ରଶାସନ ।

ଜିଲ୍ଲା ପ୍ରଶାସନଙ୍କ ନିଦେ୍ର୍ଦଶ ଅନୁସାରେ ବିଡ଼ିଓ ଦମ୍ବରୁଧର ମଲ୍ଲିକ, ସହକାରୀ ଯନ୍ତ୍ରୀ ଅଭିଷେକ ଷଡ଼ଙ୍ଗୀ, ଗ୍ରାମ୍ୟ ଜଳ ଓ ପରିମଳ ମିଶନ କନିଷ୍ଟ ଯନ୍ତ୍ରୀ ସଂଜୀବ କୁମାର ଅଲି, ପ୍ରାଣୀ ଧନ ବିଭାଗ କର୍ମଚାରୀ ଅଶୋକ ନାୟକ, ଯୋଗାଣ ସହାୟକ ସିମାଞ୍ଚଳ ତୁରୁକ ପହଞ୍ଚି ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ