Masthead

ଲିଥିୟମ ଖଣି ମିଳିବା ପରେ ଆତଙ୍କବାଦୀଙ୍କ ନଜର

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): ଲିଥିୟମ ଖଣି ମିଳିବା ପରେ ଆତଙ୍କବାଦୀଙ୍କ ନଜର । ଜମ୍ମୁ ରିୟାସୀ ଅଞ୍ଚଳରେ ଧଳା ସୁନା କୁହାଯାଉଥିବା ବିପୁଳ ଲିଥିୟମ୍ ଭଣ୍ଡାରର ସନ୍ଧାନ ମିଳିବା ପରେ ଆତଙ୍କବାଦୀ ସଙ୍ଗଠନ ସରକାରଙ୍କୁ ଦମକ ପୂର୍ଣ୍ଣ ଚିଠି ଲେଖିଛି । ପିପିଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟଣ୍ଟ ଏକ ଧମକ ଭରା ଚିଠି ଜାରି କରି ଆକ୍ରମଣ ଧମକ ଦେଇଛି । ଆତଙ୍କବାଦୀ ସଙ୍ଗଠନ କହିଛି ଯେ, ଯାହା ବି ଖଣିରେ ସାଧନ ମିଳିଛି ତାହା କେବଳ ଜମ୍ମୁ-କାଶ୍ମୀରବାସୀଙ୍କର । ଏହା ସେମାଙ୍କର ଉନ୍ନତିରେ ଲାଗିବା ଉଚିତ । ଯଦି କୌଣସି କମ୍ପାନୀ ଏହି ଖଣି ଖନନ କରେ ତେବେ ଆକ୍ରମଣ ହେବା ନିଶ୍ଚିତ । ସୂଚନା ମୁତାବକ, ଦେଶରେ ପ୍ରଥମ ଥର ପାଇଁ ଏତେ ବଡ ଲିଥିୟମ ଖଣିର ସନ୍ଧାନ ମିଳିଛି । ଜମ୍ମୁ-କାଶ୍ମୀର ରିୟାସି ଜିଲ୍ଲାରେ ସଲାଲ-ହେମାନା ଅଞ୍ଚଳରେ ୫୯ ଲକ୍ଷ ଟନରୁ ଅଧିକ ଲିଥିୟମ ଥିବା ଖଣି ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି