Masthead

ପୁଣି କମିଲା ସୁନା ଦର, ଜାଣନ୍ତୁ କେତେ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣି କମିଲା ସୁନା ଦର । ଭାରତର ସରଫା ବଜାରରେ ସୁନା ଓ ରୁପା ଦର ହ୍ରାସ ପାଇଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ ଅନୁସାରେ ସୋମବାର ଅକ୍ଟୋବର ୧୮ ତାରିଖ ସକାଳେ ୯୯୯ଶୁଦ୍ଧତା ଥିବା ୨୪ କ୍ୟାରେଟ ସୁନା ଦର ୭୪୬ଟଙ୍କା ହ୍ରାସ ପାଇଛି। ଏଥିସହିତ ୨୪ କ୍ୟାରେଟ ସୁନା ଦର ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୪୭୩୭୯ଟଙ୍କା ହୋଇଯାଇଛି। ସେହିପରି ରୁପା ମୂଲ୍ୟ ୭୩୪ଟଙ୍କା ହ୍ରାସ ପାଇଛି।

ଆଜି ରୁପା ଦର ପ୍ରତି କିଲୋ ପିଛା ୬୩୧୮୯ଟଙ୍କା ରହିଛି। ନବରାତ୍ରି ସମୟରେ ଭାରତୀୟ ସରଫା ବଜାରରେ ଧାତୁଗୁଡ଼ିକର ଦରରେ ଉଠାଣି ଗଡ଼ାଣି ଲାଗି ରହିଛି। କିନ୍ତୁ ବିଜୟାଦଶମୀର ଗୋଟିଏ ଦିନ ପୂର୍ବରୁ ସୁନା ଦରରେ ୪୭୨ଟଙ୍କା ଓ ରୁପା ଦରରେ ୫୫୭ଟଙ୍କା ହ୍ରାସ ପାଇଥିବା ଖବର ମିଳିଛି। ତେବେ ୯୯୯ଶୁଦ୍ଧତା ସୁନା ପ୍ରତି ୧୦ ଗ୍ରାମ ପିଛା ୪୭୩୭୯ଟଙ୍କା ଥିବା ବେଳେ ୯୯୫ ଶୁଦ୍ଧତା ଥିବା ସୁନା ପ୍ରତି ୧୦ ଗ୍ରାମ ପିଛା ୪୭୧୮୯ଟଙ୍କା ରହିଛି। ସେହିପରି ୯୧୬ ଶୁଦ୍ଧତା ସୁନା ପ୍ରତି ଗ୍ରାମ ୧୦ ପିଛା ୪୩୩୯୯ଟଙ୍କା, ୭୫୦ ଶୁଦ୍ଧତା ସୁନା ୩୫୫୩୪ଟଙ୍କା ଓ ୫୮୫ ଶୁଦ୍ଧତା ସୁନା ୨୭୭୧୭ଟଙ୍କାରେ ପହଞ୍ଚିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି