Masthead

ଟପ -୧୦ କୋଟିପତି ତାଲିକାରୁ ବାଦ ପଡ଼ିଲେ ଅମ୍ବାନୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟପ -୧୦ କୋଟିପତି ତାଲିକାରୁ ବାଦ ପଡ଼ିଲେ ମୁକେଶ ଅମ୍ବାନୀ । ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୩୦.୨ ମିଲିୟନ ଡଲାରରେ ହ୍ରାସ ପାଇଛି । ବର୍ତ୍ତମାନ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ହେଉଛି ୧୦୨ ବିଲିୟନ ଡଲାର । ସମ୍ପତ୍ତି ହ୍ରସ ହେବା ଫଳରେ ଅମ୍ବାନୀ ଶ୍ରେଷ୍ଠ ୧୦ ଅରବପତି ତଥା କୋଟିପତି ତାଲିକାରୁ ବାଦ ପଡିଛନ୍ତି । ସେ ଟପ ଟେନରେ ନ ରହି ୧୧ ନମ୍ବର ସ୍ଥାନରେ ରହିଛନ୍ତି ।

ସେପଟେ ଟେସଲା କମ୍ପାନୀ ମୁଖ୍ୟ ଏଲୋନ ମସ୍କଙ୍କ ସମ୍ପତ୍ତି ଉପରେ ଖୁବ ଲାଗ ହୋଇଛି । ଟେସଲା ସିଇଓ ଏଲୋନ ମସ୍କଙ୍କ ସମ୍ପତ୍ତି ୬.୦୬ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ବର୍ତ୍ତମାନ ମସ୍କର ସମ୍ପତ୍ତି ହେଉଛି ୨୩୬ ବିଲିୟନ ଡଲାର । ତାଙ୍କ ପରେ ଆମାଜନ ସିଇଓ ଜେଫ ବେଜୋସ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହା ସହ ଜେଫଙ୍କ ସମ୍ପତ୍ତି ୫.୬୩ ବିଲିୟନ ଡଲାରରୁ ୧୯୭ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ