Before Header

୧୮ରେ ପୁଣି ଏକ ଲଘୁଚାପ

0 41

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସନ୍ତା ୧୮ ବେଳକୁ ଆସୁଛି ପୁଣି ଏକ ଲଘୁଚାପ । ଉତ୍ତରପୂର୍ବ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣିର୍ବଳୟ ସ୍ରକିୟ ରହିଛି । ବାୟୁମଣ୍ଡଳରେ ୪.୫ କିଲୋମିଟରରୁ ୭.୬ କିଲୋମିଟର ଉଚ୍ଚତାର ଘୂର୍ରିର୍ବଳୟ ରହିଛି ।

ଏହା ପ୍ରଭାବରେ ଆସନ୍ତା ୧୮ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଫଳରେ ଆସନ୍ତା ୧୭,୧୮ ତାରିଖ ବେଳକୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର୍ ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଓଡିଶାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

 

Leave A Reply

Your email address will not be published.