ଭୁବନେଶ୍ୱରର ଉନ୍ନତି ପାଇଁ ଅପରାଜିତା ଦେଲେ ୧୦ ପ୍ରସ୍ତାବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ବିକାଶ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଭୁବନେଶ୍ୱର ବିକାଶ ପାଇଁ ୧୦ଟି ପ୍ରସ୍ତାବ ଦେଇଛନ୍ତି । ଏନେଇ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମୀଳନୀ କରିଛନ୍ତି ଅପରାଜିତା ଷଡଙ୍ଗୀ । ସାଇନ୍ସି ଆଣ୍ଡ ଟେକୋ୍ନଲୋଜି କ୍ଲିଷ୍ଟର ଅଧୀନ ୟୁଆରଜେଆଇଟି ପ୍ରକଳ୍ପରେ ଭୁବନେଶ୍ୱରକୁ ସାମିଲ କରାଯାଉ ।

ଓଡିଶାରେ ୪୮୦ କିଲୋମିଟର ଲମ୍ବା ଉପକୂଳ ରହିଛି, ତେଣୁ ସେଠାରେ ଇଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସ ଅଧୀନରେ ସେଣ୍ଟର ଅଫ ଏକ୍ସିଲେନ୍ସ ଫର୍ ମେରାଇନ ବାୟୋଟେକ୍ନୋଲୋଜି ନିର୍ମାଣ କରାଯାଉ ଓ ଅନ୍ଧାରୁଆରେ ଇଏସ୍ଆଇ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଥି ସହ ଓଡିଶା ପେନସନ ଆଶୋସିଏସନ, ଅଲ ଓଡିଶା ବ୍ୟାଙ୍କ ରିଟାୟାର୍ସ ଆସୋସିଏସନ ଏବଂ ଏକ୍ସ ସରଭାଇସ ମେନ୍ ମାନଙ୍କୁ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି ।

ନିରାକାରପୁରରେ ନୂଆ ଜଗନ୍ନାଥ ରୋଡ ଲ ଏନଏଚ ୧୬ ଓ ଏନଏଚ ୨୨୩ ଫ୍ଲାଇଓଭର ତିଆରି କରିବା, ଲିଙ୍ଗରାଜ ପାସେଂଜର ହଲ୍ଟ କରିବା , ନିଜିଗଡ ତାପଙ୍ଗରେ ଓଭର ବ୍ରିଜ ତିଆରି ନେଇ ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ଅପରାଜିତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ