Masthead

ନେତୃତ୍ୱ ପରିବର୍ତ୍ତନ ପାଇଁ ଆପର ଆହ୍ୱାନ

ମାହାଙ୍ଗା (ବଡ଼ ଖବର ବ୍ୟୁରୋ):  ମାହାଙ୍ଗାରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଆମ ଆଦମୀ ପାର୍ଟି ଆହ୍ୱାନ ଦେଇଛି । ଶାସକ ବିଜେଡି ଏବଂ ବିଜେପି ଉଭୟ ଦଳ ପୁରୁଣା ପ୍ରାର୍ଥୀଙ୍କ ବଦଳରେ ନୂଆ ପ୍ରାର୍ଥୀ ଦେଇଥିବାରୁ ଆମ ଆଦମୀ ପାର୍ଟିକୁ ଲୋକେ ଅଧିକ ବିଶ୍ୱାସ କରିବା ଚର୍ଚ୍ଚା ହେଉଛି । ଦଳ ସାରଦା ପ୍ରସାଦ ଦାସଙ୍କୁ ଟିକେଟ ଦେବାରୁ ସାରଦା ନିର୍ବାଚିତ ହେଲେ ସାଧାରଣ ଲୋକଙ୍କ ପାଇଁ କାମ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି  । ଦୁର୍ନୀତି ଭ୍ରଷ୍ଟାଚାର ଅରାଜକତା ବିରୁଦ୍ଧରେ ଏକ ବିକଶିତ ମାହାଙ୍ଗା ଗଠନ ପାଇଁ ଆମ ଆଦମୀ ପାର୍ଟି ଏକମାତ୍ର ବିକଳ୍ପ ବୋଲି ସାରଦା ଆହ୍ୱାନ ଦେଇଥିଲେ । ମାହାଙ୍ଗା ଏବଂ ନିଶ୍ଚିନ୍ତକୋଇଲି ଉଭୟ ବ୍ଲକରେ ଥିବା ପାର୍ଟିର ସଂଗଠକ ମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା