Masthead

ଦେଶୀ ଟିକାର କମାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏହାକୁ ନେଇ ଦେଶରେ ଟିକାକରଣ ଆରମ୍ଭ ହୋଇଛି । କିନ୍ତୁ ଏହା ଭିତରେ ଦେଶୀ ଟିକାର କମାଲ ମଧ୍ୟ ସାମ୍ନାକୁ ଆସିଛି । କରୋନା ଭୂତାଣୁର ଯେକୌଣସି ପ୍ରକାରକୁ ପ୍ରଭାବହୀନ କରିପାରିବ କୋଭାକ୍ସିନ୍ I ଦେଶର ସର୍ବୋଚ୍ଚ ଭେଷଜ ଗବେଷଣା ସଂସ୍ଥା ଆଇସିଏମଆର ଘୋଷଣା କରିଛନ୍ତି ।

ଅର୍ଥାତ କରୋନାର ଯେକୌଣସି ପ୍ରକାର ବିରୋଧରେ ଏହା କାମ ଦେଉଛି । ୟୁକେ ଭାରିଆଂଟ ଓ ବ୍ରାଜିଲ ଭାରିଆଂଟ ସମେତ ଦେଶରେ ଦେଖାଦେଇଥିବା ଡବଲ ମ୍ୟୁଟାଂଟ ବିରୋଧରେ ଏହା ପ୍ରଭାବୀ ବୋଲି ଦାବି କରିଛି ଆଇସିଏମଆର । ମେ ୧ ତାରିଖରୁ ଖୋଲା ବଜାରରେ ବିକ୍ରି ନିମନ୍ତେ ସରକାର ଅନୁମତି ଦେଇଥିଲେ ସୁଦ୍ଧା ଔଷଧ ଦୋକାନ କିମ୍ବା ଫାର୍ମାସିରେ ବିକ୍ରୟ ନିମନ୍ତେ କୋଭିଡ ଟିକା ମିଳିବ ନାହିଁ । କେବଳ ଡାକ୍ତରଖାନା ଏବଂ ଅନୁମୋଦନପ୍ରାପ୍ତ ଟିକାକରଣ କେନ୍ଦ୍ର ମାନଙ୍କରେ ଏହି ଟିକା ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ