Masthead

ପାର୍ବଣରେ ସୁନା କିଣିବାକୁ ଯାଉଛନ୍ତି କି? ଠକିଯିବେ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସୁନା ଦୋକାନୀଙ୍କ ଷଡ଼ଯନ୍ତ୍ର । ଠକାମୀର ଶିକାର ହେବେ ଗ୍ରାହକ । ଆଗକୁ ଆସୁଛି ପାର୍ବଣ । ଘରକୁ ସୁନ ଗହଣା ଆଣିବାକୁ ଆପଣ କରିଛନ୍ତି କି ପ୍ଲାନିଂ? ତାହେଲେ ହୋଇଯାନ୍ତୁ ସାବଧାନ । ଆପଣ ସାଙ୍ଘାତିକ ଠକାମୀର ଶିକାର ହୋଇପାରନ୍ତି । ଗତ ଦେଢ ବର୍ଷ ହେଲା କୋଭିଡ ଲାଗି ବେପାର ପୂରା ବନ୍ଦ ଅଛି । ଘାଟାରେ ପଡ଼ିଛନ୍ତି କୋଟି କୋଟି ଲାଭରେ ଖେଳୁଥିବା ଏହି ସୁନା ବେପାରୀମାନେ । ତେଣୁ କ୍ଷତିର ସୁଧ-ମୂଳ ଉଠାଇବାକୁ ଅସାଧୁ ଉପାୟ ପାଇଁ ଯୋଜନା କରିଛନ୍ତି କିଛି ବ୍ୟବସାୟୀ ।

ସୁନା କମ୍ ଖାଦ ବେଶିର ଷଡ଼ଯନ୍ତ୍ର ତିଆରି ହୋଇଛି । ୨୪ କ୍ୟାରେଟ ଟଙ୍କାରେ ୨୨ କ୍ୟାରେଟ, ୨୨ ଜାଗାରେ ୧୮ କ୍ୟାରେଟରେ ବିକ୍ରି କରି ମୋଟା ମୁନାଫାର ଯୋଜନା କରିଛନ୍ତି ଅସାଧୁ ସୁନା ବ୍ୟବସାୟୀ । ଆଉ ଏହି ଯୋଜନା ଛୋଟମୋଟ ଦୋକାନୀ ନୁହେଁ, ବରଂ ବଡ଼ ବଡ଼ ସହରର ପ୍ରତିଷ୍ଠିତ ନାଁ କରା ବ୍ୟବସାୟୀ କରିଛନ୍ତି । ତେଣୁ ଏଥର ପାର୍ବଣରେ ସୁନା କିଣିବା ପୂର୍ବରୁ ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ ।

ଏପରିକି ନିହାତି ଦରକାର ନ ହେଲେ ସୁନା କିଣିବା ପ୍ଲାନ୍ କ୍ୟାନସଲ କରନ୍ତୁ । କାରଣ ସୁନା ସହ ଲକ୍ଷ୍ମୀ ଆସିବା ବଦଳରେ ଲକ୍ଷ୍ମୀ ଚାଲିଯିବାର ଆଶଙ୍କା ରହିଛି । ‘ବଡ଼ ଖବର’ ହାତରେ ଏଭଳି ଷଡ଼ଯନ୍ତ୍ରର ସୂଚନା ଲାଗିଛି । ଗ୍ରାହକ ସତର୍କ ରହିବା ସହ ସରକାରୀ ଏଜେନ୍ସୀ ବି ଏହି ସୁନା ବେପାରୀଙ୍କ ଉପରେ କଡ଼ା ନଜର ରଖିବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର