Masthead

କିର୍ମିରା ଆବାସ ଘୋଟାଲା ମାମଲା, ୪ବର୍ଷ ପରେ ବନ୍ଧା ହେଲେ ୧୫ ଠକ

ଲଇକେରା,(ବଡ଼ ଖବର ବ୍ୟୁରୋ): ଆବସ ଘୋଟଲାରେ ୪ବର୍ଷ ପରେ କାର୍ଯ୍ୟାନୁଷ୍ଠାନ । ୧୫ ଜଣଙ୍କୁ ଗିରଫ କରିଛି ଲଇକେରା ପୋଲିସ । ୨୦୧୬ରେ କିର୍ମିରା ବ୍ଲକ ସୁଲେହି ପଞ୍ଚାୟତରେ ହୋଇଥିବା ଏହି ଆବାସ ଘୋଟାଲର ତଦନ୍ତ କରି ଶୁକ୍ରବାର ୧୫ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଆବସ ଯୋଗାଇଦେବା ନାଁରେ ସୁଲେହି ପଞ୍ଚାୟତ ଜିଆରଏସ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ପ୍ରାୟ ୨୭ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଝାରସୁଗୁଡ଼ାର ତତ୍କାଳୀନ ଜିଲ୍ଲାପାଳ ଏହାର ତଦନ୍ତ ନର୍ଦ୍ଦେଶ ଦେବା ପରେ ୨୦୧୬ ସେପ୍ଟେମ୍ବର ୧୬ରେ ତତ୍କାଳୀନ କିର୍ମିରା ବିଡିଓ ଲଇକେରା ଥାନାରେ ସମ୍ପୃକ୍ତ ଜିଆରଏସଙ୍କ ବିରୋଧରେ ଏତଲା ଦେଇଥିଲେ । ୪ ବର୍ଷ ପରେ ସମ୍ପୃକ୍ତ ଜିଆରଏସଙ୍କ ସମେତ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ଉଠାଇଥିବା ୧୪ ଜାଲି ହିତାଧିକାରୀଙ୍କୁ ଗିରଫ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା