Masthead

ଅସଦଙ୍କୁ ଲାଗିଛି ୨ ଗୁଳି

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ):  ଅସଦ ଏନକାଉଣ୍ଟର ମାମଲା । ମେଡିକାଲ ରିପୋର୍ଟରେ ସାମ୍ନାକୁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ରିପୋର୍ଟ ଅନୁଯାୟୀ, ଅସଦଙ୍କୁ ୨ଟି ଗୁଳି ଲାଗିଛି। ପ୍ରଥମ ଗୁଳିଟି ତାଙ୍କ ପିଠିରେ ବାଜିଥିବା ବେଳେ ଦ୍ୱିତୀୟଟି ତାଙ୍କ ଛାତିରେ ବାଜିଛି। ଏହାପରେ ଏହି ଗୁଳିଟି ତାଙ୍କ ବେକରେ ଯାଇ ଅଟକି ଯାଇଥିଲା।

ଅସଦଙ୍କ ସହ ଏନକାଉଣ୍ଟରେ ମୃତ୍ୟୁ ହୋଇଥିବା ତାଙ୍କ ସହଯୋଗୀ ଗୁଲାମଙ୍କ ପିଠିରେ ଗୋଟିଏ ଗୁଳି ବାଜି ଏହା ଛାତି ଦେଇ ବାହାରି ଯାଇଛି। ସୂଚନାଯୋଗ୍ୟ, ଏହି ୨ ଅଭିଯୁକ୍ତ ହିଁ ଫେବୃୟାରୀ ୨୪ରେ ପ୍ରୟାଗରାଜରେ ତାଙ୍କ ସାଥିଙ୍କ ସହ ମିଶି ଉମେଶ ପାଲଙ୍କୁ ହତ୍ୟା କରିଥିଲେ। ଏଥିରେ ଉତ୍ତର ପ୍ରଦେଶ ପୋଲିସର ଦୁଇ ସିପାହୀ ବି ଶହୀଦ ହୋଇ ଯାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା