Masthead

ଏସିଆନ ଗେମ୍ସ: ଭାରତକୁ ୨ ପଦକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତକୁ ମିଳିଲା ପ୍ରଥମ ପଦକ । ଏସିଆନ୍ ଗେମ୍ସର ପ୍ରଥମ ଦିନରେ ଭାରତକୁ ସଫଳତା । ସୁଟିଂ ଓ ରୋଇଂରେ ଭାରତକୁ ମିଳିଲା ୨ଟି ରୌପ୍ୟ ପଦକ । ସୁଟିଂରେ ମହିଳା ଟିମକୁ ମିଳିଲା ରୌପ୍ୟ ପଦକ । ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ସଫଳତା । ମେହୁଲି ଘୋଷ, ରମିତା ଓ ଅସି ଚୋକ୍ସି ଆଣିଲେ ସଫଳତା ।

ରୋଇଂରେ ଅରବିନ୍ଦ ସିଂ ଓ ଅର୍ଜୁନ ଲାଲ୍ ଜାଟଙ୍କୁ ମିଳିଲା ରୌପ୍ୟ ପଦକ । ପୁରୁଷ ଲାଇଟ ଓ୍ବେଟ୍ ଡବଲ୍ସରେ ଭାରତକୁ ମିଳିଲା ରୌପ୍ୟ ପଦକ । ପ୍ରଥମ ଦିନରେ ଆରମ୍ଭରୁ ହାତେଇଲା ୨ଟି ପଦକ । ସିଲଭର ମେଡାଲରୁ ଭାରତ ଆରମ୍ଭ କରିଛି ପଦକ ଯାତ୍ରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା