Masthead

ବିଧାନସଭା ଅଧିବେଶନ: ଦ୍ୱିତୀୟ ପର୍ଯ୍ୟାୟର ଆଜି ତୃତୀୟ ଦିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବିଧାନସଭା ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନ । ଉଠିପାରେ ଜଙ୍ଗଲ ନିଆଁ ପ୍ରସଙ୍ଗ, ବିଧାୟକଙ୍କ ବିଷ ପିଇବା ପ୍ରସଙ୍ଗ । ଶନିବାର ଉଠିଥିବା ଧାନ ମଣ୍ଡି ପ୍ରସଙ୍ଗରେ ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ ବିଷ ପିଇବା ଉଦ୍ୟମ କରିଥିଲେ । ଯାହାକୁ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି ।

ବିଧାୟକ କ୍ଷମା ମାଗନ୍ତୁ ବୋଲି ବାଚସ୍ପତି କହିଛନ୍ତି । ସେ କହିଛନ୍ତି ବିଜେପି ବିଧାୟକ ଦଳ ଏ ନେଇ ବୈଠକ କରନ୍ତୁ ଏବଂ ଏଥିପାଇଁ ଦଳ ଦୁଃଖ ପ୍ରକାଶ କରିବା ଉଚିତ । ବିଧାନସଭା ପୁର୍ବରୁ ଏମିତି କେବେ ହେଇନି । ବିରୋଧି ଦଳ ନେତା  ସୁର ରାଉତରାୟ ମଧ୍ୟ ବିଧାୟକ କ୍ଷମା ମାଗିବା ଦରକାର ବୋଲି କହିଛନ୍ତି । ବିଜେଡ଼ି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏହା କେବଳ ଓଡ଼ିଶା ବିଧାନସଭା କଥା ନୁହେଁ ସାରା ଭାରିବର୍ଷରେ ଏପରି ଘଟଣା ଆମେ ଶୁଣି ନାହୁଁ ।

ଏହା ଏକ ଅପରାଧିକ କାର୍ଯ୍ୟ । ଏହା ପାଇଁ ସେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି। ସେପଟେ ଜଙ୍ଗଲ ପ୍ରସଙ୍ଗରେ ମଧ୍ୟ ଆଜି ଆଲୋଚନା ହେବ । ଗତକାଲି ବିଜେପିର ଏକ ଟିମ ଶିମିଳିପାଳ ଗସ୍ତ କରି ଗ୍ରାଉଣ୍ଡ ଜିରୋରୁ ତଦାରଖ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି