Masthead

ଗୋ-ଚାଲାଣ ପ୍ରତିବାଦ ବେଳେ ଆକ୍ରମଣ

ବାଲେଶ୍ବର (ବଡ଼ ଖବର ବ୍ୟୁରୋ): ଗୋ ଚାଲାଣ ପ୍ରତିବାଦ ବେଳେ ଗୋ ମାଫିଆ ଙ୍କ ଦାଦାଗିରି । ଟ୍ରକ ଭର୍ତ୍ତି ଗୋରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଟ୍ରକ ଅଟକାଇବା ବେଳେ ଗୋ ମାଫିଆଙ୍କ ଭୁଜାଲି ମାଡ଼ । ୬୦ ନମ୍ବର ଜାତୀୟ ରାଜପଥ ବାଲେଶ୍ବର ବସ୍ତା ନିକଟରେ ଗୋରୁ ବୋଝେଇ ଟ୍ରକକୁ ଧରିବାକୁ ଚେଷ୍ଟା କରୁଥିଲେ । ବସ୍ତା ଅଞ୍ଚଳର କିଛି ସଂଗଠନ ଯୁବକ ଗୋ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଗୋରୁ ବୋଝେଇ ଗାଡ଼ିକୁ ପାର କରୁଥିବା କେତେକ ଗୋଦଲାଲ ଦୁଇଟି ସ୍କର୍ପିଓ ଗାଡ଼ିରେ ପହଞ୍ଚି ଭୁଜାଲି ଓ ବନ୍ଧୁକର ଫଲ୍ସ ଫାରିଂ କରି ସ୍ଥାନୀୟ ଯୁବକଙ୍କ ଉପରେ ଆକ୍ରମଣ କରିଥିଲେ । ଘଟଣାକୁ ନେଇ ଗୋ ମାଫିଆଙ୍କ ଉପରେ ବସ୍ତା ଥାନାରେ ଅଭିଯୋଗ । ପୋଲିସ ଦୁଇ ଗୋ ମାଫିଆଙ୍କୁ ଧରିଥିବା ବେଳେ ସ୍କର୍ପିଓ ରେ ଫଲ୍ସ ଫାଇରିଂ କରୁଥିବା ବ୍ୟକ୍ତି ଚମ୍ପଟ୍ ମାରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ